ରକ୍ତରେ ପ୍ଲେଟଲେଟସ ସଂଖ୍ୟା ବଢାଇବାର ଅଛି ତ ଜୀବନଶୈଳୀରେ କରନ୍ତୁ ଏମିତି ପରିବର୍ତ୍ତନ

ରକ୍ତରେ ପ୍ଲେଟଲେଟସ ସଂଖ୍ୟା କମ ହେବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ସୁସ୍ଥ ବ୍ୟକ୍ତିର ଶରୀରରେ ପ୍ରତି ମାଇକ୍ରୋଲିଟର ରକ୍ତରେ ପ୍ଲେଟଲେଟସ ସଂଖ୍ୟା ୧୫୦,୦୦୦ରୁ ୪୫୦,୦୦୦ ମଧ୍ୟରେ ହେବା ଉଚିତ। ଏହାଠାରୁ କମ ହେଲେ ଆମେ ଅନେକ ପ୍ରକାର ରୋଗର ଶିକାର ହୋଇଥାଉ। ପ୍ଲେଟଲେଟସ ବଢ଼ାଇବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ସହିତ କିଛି ଘରୋଇ ଉପାୟ ମଧ୍ୟ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା।

blood3

୧. ପ୍ରତିଦିନ ସକାଳୁ ସକାଳୁ ଚଲାବୁଲା କରନ୍ତୁ ଏବଂ ଅନ୍ୟ ବ୍ୟାୟାମ କରନ୍ତୁ।

୨. ତାଜା ପାଣି ଖୁବ ପିଅନ୍ତୁ।

blood2

୩. ଅମୃତଭଣ୍ଡା ନିୟମିତ ସେବନ କରନ୍ତୁ।

୪. ପରିବା ତରକାରୀରେ କଖାରୁ ସାମିଲ କଲେ ଲାଭଦାୟକ ହୋଇଥାଏ।

blood

୫. ଭୋଜନରେ ପାଳଙ୍ଗ ଶାଗ ସହିତ ଅନ୍ୟ ପତ୍ରଯୁକ୍ତ ପରିବା ସାମିଲ କରନ୍ତୁ।

୬. ଅଙ୍କୁରିତ ଚଣା, ମୁଗ ଆଦିକୁ ଜଳଖିଆରେ ସାମିଲ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.