ଯଦି ଆପଣଙ୍କୁ ବି ଆସୁଥାଏ ଆବଶ୍ୟକତାଠାରୁ ଅଧିକ ନିଦ, ତା’ହେଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଯେଉଁ ଲୋକଙ୍କୁ ନିଦ ଆସି ନ ଥାଏ, ସେମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଘେରି ହୋଇ ରହିଥାଏ। ଯେଉଁମାନଙ୍କୁ ଆବଶ୍ୟକତାଠାରୁ ଅଧିକ ନିଦ ଆସିଥାଏ, ସେମାନେ ବହୁତ ଦୁଃଖୀ ରହିଥାନ୍ତି। ଯେପରି ଅନିଦ୍ରା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଠିକ ସେହିପରି ଅଧିକ ଶୋଇବା ମଧ୍ୟ ଆହୁରି ଘାତକ ହୋଇପାରେ। ଆଜି ଆମେ ଆପଣଙ୍କୁ ଅଧିକ ନିଦକୁ କମ କରିବା ପାଇଁ କିଛି ଘରୋଇ ଉପାୟ ବିଷୟରେ କହିବୁ।

sleep2

୧. ଯେଉଁ ଲୋକଙ୍କୁ ଅଧିକ ନିଦ ଆସିଥାଏ, ସେମାନଙ୍କୁ ବଜ୍ର ଆସନ କରିବା ଉଚିତ।

୨. ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। କାରଣ, ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ।

food

୩. ରାତିରେ ଭୋଜନ କମ କରିବା ଉଚିତ। ଯଦି ଆପଣ ରାତିରେ କମ ଖାଇବେ, ତେବେ ନିଦ ମଧ୍ୟ କମ ହେବ। କମ ଖାଇବା ନିଦ କମ କରିବାର ଏକ ଭଲ ଉପାୟ।

୪. ଯେଉଁ ଲୋକଙ୍କୁ ଅଧିକ ନିଦ ଆସିଥାଏ, ସେମାନେ ସବୁବେଳେ ଲହୁଣୀଯୁକ୍ତ ଭୋଜନଠୁ ଦୂରେଇ ରହିବା ଉଚିତ। ଅଧିକ ଲହୁଣୀଯୁକ୍ତ ଭୋଜନ ଶରୀର ପାଇଁ ହାନିକାରକ ହୋଇଥାଏ।

kajal

୫. ଆଖିରେ କାଜଲ ଲଗାଇ ଶୋଇଲେ କମ ନିଦ ଆସିଥାଏ। ତେଣୁ ଯେଉଁ ଲୋକଙ୍କୁ ଅଧିକ ନିଦ ଆସିଥାଏ, ସେମାନେ ଆଖିରେ କାଜଲ ଲଗାଇ ଶୋଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.