ଯଦି କମି ଯାଉଛି ସ୍ମରଣ ଶକ୍ତି, ଖାଦ୍ୟରେ ଜରୁର ସାମିଲ କରନ୍ତୁ ଏହି ଖାଦ୍ୟ

ବୟସ ବଢିବା ସଂଗେ ସଂଗେ ସ୍ମରଣ ଶକ୍ତି କମିଯାଏ | ହେଲେ କିଛି ଲୋକଙ୍କ ସ୍ମରଣ ଶକ୍ତି ଅଳ୍ପ ବୟସରେ ମଧ୍ୟ କମି ଯିବାର ଦେଖାଯାଏ | ପାଠ ପଢ଼ୁଥିବା ପିଲାଙ୍କ ପାଇଁ ମଜବୁତ ସ୍ମରଣ ଶକ୍ତି ରହିବ ଜରୁରୀ | ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ଖାଇଲେ ଆପଣଙ୍କ ସ୍ମରଣ ଶକ୍ତି ଅସମ୍ଭଵ ଭାବେ ବୃଦ୍ଧି ପାଇବା | ଆସନ୍ତୁ ଜାଣିବା କଣ ସେହି ଜିନିଷ |

ଅଖରୋଟ :

ମସ୍ତିସ୍କ ପାଇଁ ଓମେଗା ଫାଟି ଏସିଡ ଜରୁରୀ ହୋଇଥାଏ |ଯଦି ଆପଣ ପ୍ରତିଦିନ ଗୋଟେ ଅଖରୋଟ ସେବନ କରିଛନ୍ତ ତେବେ ଆପଣଙ୍କ ସ୍ମରଣ ଶକ୍ତି ମଜବୁତ ରହିବ |

ଦେଶୀ ଘିଅ :

ଦେଶୀ ଘିଅର ବ୍ୟବହାର ପ୍ରାଚୀନ ସମୟରୁ ହୋଇ ଆସୁଛି | ଯଦି ଆପଣ ଦୈନିକ 1 ଚାମଚ ଦେଶୀ ଘିଅ ଖାଉଛନ୍ତି, ତେବେ ଆପଣଙ୍କ ସ୍ମରଣ ଶକ୍ତି ମଜବୁତ ରହିବ |

ଚା ଓ କଫି :

ବହୁତ ଲୋକ ଚା ଓ କଫି ପିଇବାକୁ ମନ କରିଥାନ୍ତି | ହେଲେ ଆପଣ ଦିନରେ 3 ଥର ଚା ଓ କଫି ସେବନ କରି ପାରିବେ | ଏହା ଦ୍ୱାରା ଆପଣଙ୍କ ଥକାପଣ ଦୂର ହେବ ଓ ସ୍ମରଣ ଶକ୍ତି ମଜବୁତ ରହିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.