କୃତ୍ରିମ ସମ୍ଭୋଗ ଦ୍ୱାରା ମହିଳାଙ୍କ ଠାରେ ଦେଖା ଦିଏକି କିଛି ଶାରୀରିକ ପରିବର୍ତ୍ତନ ? ପଢନ୍ତୁ ଏହି ରିପୋର୍ଟ

ଶାରୀରିକ ସମ୍ପର୍କ ସମ୍ବନ୍ଧରେ ମହିଳାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ପ୍ରଥମଥର ସମ୍ବନ୍ଧ ସ୍ଥାପନ ପରେ ତାଙ୍କୁ କଷ୍ଟ ହେବ କି, ଶରୀରରେ କିଛି ପରିବର୍ତ୍ତନ ଦେଖାଦେବ କି, ସେ ଗର୍ଭବତୀ ହୋଇଯିବେ କି ଆଦି ପ୍ରଶ୍ନ ପ୍ରାୟ ସବୁ ମହିଳାଙ୍କ ମନକୁ ଆସିଥାଏ। ଏଣୁ ସମ୍ପର୍କ ସ୍ଥାପନ ପୂର୍ବରୁ ସେମାନେ ଖୁବ୍‌ ଚିନ୍ତିତ ଥାନ୍ତି।

ଏହାସହ ପଢ଼ନ୍ତୁ: କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ଆଜି ହିଁ ଛାଡ଼ନ୍ତୁ ଏହିସବୁ ବଦଭ୍ୟାସ

ତେବେ ବର୍ତ୍ତମାନ ପରିବର୍ତ୍ତିତ ଯୁଗରେ ମହିଳାମାନେ ବିନା ପୁରୁଷଙ୍କ ସଂସ୍ପର୍ଶରେ ଆସି ମଧ୍ୟ ନିଜ କାମନା ଚରିତାର୍ଥ କରୁଛନ୍ତି। ଏଥିପାଇଁ ସେମାନେ ଭାଇବ୍ରେଟର ବ୍ୟବହାର କରୁଛନ୍ତି। ଏହି ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ସେମାନଙ୍କର ଶରୀରରେ କି ପରିବର୍ତ୍ତନ ହୁଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଏହାସହ ପଢ଼ନ୍ତୁ: ଏହିସବୁ ଖାଦ୍ୟ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌କୁ କରିପାରେ ଅଧିକ ଉପଭୋଗ୍ୟ

  • ଜଣେ ପୁରୁଷର ସଂସ୍ପର୍ଶରେ ନ ଆସି ମଧ୍ୟ ମହିଳାମାନେ ଭାଇବ୍ରେଟର ମାଧ୍ୟମରେ ସମ୍ଭୋଗ ସୁଖ ପାଇ ପାରୁଛନ୍ତି । ଏହାକୁ ମାଷ୍ଟରବେସନ୍‌ ବା କୃତ୍ରିମ ସମ୍ଭୋଗ କୁହାଯାଏ।

ଏହାସହ ପଢ଼ନ୍ତୁ: ପ୍ରେମକୁ ଆହୁରି ମଜଭୁତ କରେ ଶାରୀରିକ ସମ୍ପର୍କ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ

  • ମାଷ୍ଟରବେସନ୍‌ ହେଉ କିମ୍ବା ସାଧାରଣ ସମ୍ଭୋଗ, ଉଭୟର ଶେଷ ସମାନ ହୋଇଥାଏ। ଉଭୟ ପ୍ରକ୍ରିୟା ମହିଳାଙ୍କ କାମନା ଇଚ୍ଛା ପୂର୍ଣ୍ଣ କରିଥାଏ।
  • ତେବେ ମାଷ୍ଟରବେସନ୍‌ର କେତେକ ଫାଇଦା ରହିଛି। ମାଷ୍ଟରବେସନ୍‌ ଦ୍ୱାରା ପରପୁରୁଷ ସହ ଅନୈତିକ ସମ୍ପର୍କ ରହିବାର ଭୟ ନଥାଏ। ତେଣୁ ଏଡ୍‌ସ କିମ୍ବା କୌଣସି ଯୌନ ସମ୍ବନ୍ଧିତ ରୋଗର ଡର ମଧ୍ୟ ରହେ ନାହିଁ।

ଏହାସହ ପଢ଼ନ୍ତୁ: ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ଖାଦ୍ୟପଦାର୍ଥ, ତୁରନ୍ତ ଭୋଜନରୁ ବାଦ୍‌ ଦିଅନ୍ତୁ

  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଷ୍ଟରବେସନ୍‌ କରିବା ଦ୍ୱାରା ମାସିକ ଧର୍ମରେ କୌଣସି ସମସ୍ୟା ଦେଖାଦିଏ ନାହିଁ।
  • ଏଣୁ ଗର୍ଭବତୀ ହେବା ଆଶଙ୍କା ରହିନଥାଏ।

ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କକୁ ନେଇ ସବୁ ଦମ୍ପତିଙ୍କ ଜୀବନରେ ଦେଖାଦିଏ ଏହି ୪ଟି ଗୁରୁତର ସମସ୍ୟା

  • ଏହା ଦ୍ୱାରା ମହିଳାଙ୍କଠାରେ ହୃଦରୋଗ ଦେଖାଦିଏ ନାହିଁ।
  • ମେଦ ବହୁଳତା ଭଳି ସମସ୍ୟା ମଧ୍ୟ ରହେ ନାହିଁ।

ଏହାସହ ପଢ଼ନ୍ତୁ: ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କଠାରେ ଦେଖା ଦିଏନି ଏହି ସବୁ ରୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.