ଦୁର୍ଘଟଣା ପାଇଁ ଦାୟୀ ଏହି ଗ୍ରହ, ଜାଣନ୍ତୁ ବର୍ତ୍ତିବାର ଉପାୟ

କୌଣସି ଆକସ୍ମିକ ଘଟଣା ଆକସ୍ମିକ ଘଟିବାକୁ ଦୁର୍ଘଟଣା ବୋଲି କୁହାଯାଏ । କେବଳ ଶାରୀରିକ ଆହତକୁ ଦୁର୍ଘଟଣା ବୋଲି କୁହାଯାଏ ନାହିଁ । କେତେକ କାରଣରୁ ବି ଏହି ଦୁର୍ଘଟଣା ଘଟିପାରେ । ଏମିତିକି ଦୁର୍ଘଟଣା ବି ଆର୍ଥିକ ବା ମାନସିକ ବି ହୋଇପାରେ । ସୂର୍ଯ୍ୟ ତଥା ଚନ୍ଦ୍ର ପରି ଗ୍ରହ ମାନଙ୍କୁ ଦୁର୍ଘଟଣା ପଛର ପ୍ରକୃତ କାରଣ ବୋଲି ଧରାଯାଏ । ଏହାବାଦ ରାହୁ, ମଙ୍ଗଳ ଓ ଶନିଙ୍କୁ ବି ଏହାର କାରଣ ବୋଲି କୁହାଯାଏ । କିନ୍ତୁ ଅନ୍ୟ ପକ୍ଷରେ ବୃହସ୍ପତି, ଶୁକ୍ର, ବୁଧ, ଚନ୍ଦ୍ର ଆଦି ଗ୍ରହ ମାନେ ଭୟାବହ ଦୁର୍ଘଟଣାରୁ ରକ୍ଷା କରିଥାନ୍ତି । ତେବେ ଜଣାନ୍ତୁ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ମାନେ ମୁଲ୍ତହ ଦାୟୀ ହୋଇଥାନ୍ତି :

– ଶନି, ରାହୁ, ଶନି, ମଙ୍ଗଳ ଗ୍ରହ କାରଣରୁ ହିଁ ଦୁର୍ଘଟଣା ଘଟିଥାଏ ।

– ଲଗ୍ନାଧିପତିଙ୍କ ଦୁର୍ବଳତା କାରଣରୁ ବି ଶାରୀରିକ କ୍ଷତି ହୋଇଥାଏ ।

planet

– ଏମିତିକି ମୃତ୍ୟୁ ଦଶା ହେଲେ ମୃତ୍ୟୁ ମଧ୍ୟ ଘଟିପାରେ ।

– ସର୍ବଦା ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ ।

– ଯଦି ବ୍ୟକ୍ତିଙ୍କର ବୁଧ ଗ୍ରହଙ୍କ ଗ୍ରହଙ୍କ ସ୍ଥିତି ଠିକ ନଥାଏ ତେବେ ଆର୍ଥିକ ଦୁର୍ଘଟଣା ପରି ସମସ୍ୟା ଦେଖାଦେଇପାରେ ।

– ମଙ୍ଗଳ ଦୋଷ ଥିଲେ ବ୍ୟକ୍ତି କରଜରେ ବୁଡ଼ିଯାଇପାରନ୍ତି ।

– ରାହୁ ଗ୍ରହ ପ୍ରଭାବରେ ବ୍ୟକ୍ତି ରାଜା ରୁ ରଙ୍କ ପାଲଟି ଯାଇପାରେ ।

– କିନ୍ତୁ ଅନ୍ୟପକ୍ଷରେ ବୃହସ୍ପତି ଗ୍ରହ ଆର୍ଥିକ ଦୁଃସ୍ଥିତି କୁ ସୁଧାରି ବାରେ ସାହାଯ୍ୟ କରିଥାଏ ।

planet

ଗ୍ରହ ଦୋଷରୁ ବର୍ତ୍ତିବାର ଉପାୟ :

– ବୁଧ ଗ୍ରହ ଖରାପ ସ୍ଥିତିରେ ରହିଲେ ପନ୍ନା ଧାରଣ କରନ୍ତୁ ନାହିଁ ।

– ଏହା ସହ ନିୟମିତ ଭାବେ ବିଷ୍ନୁସହସ୍ର ନାମ ପାଠ କରନ୍ତୁ ।

– ମଙ୍ଗଳ ଦୋଷ ଥିଲେ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ।

– କିନ୍ତୁ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

– କେବେ କେବେ ଗରିବଙ୍କ ମଧ୍ୟ କିଛି କିଛି ଧନ ମଧ୍ୟ ଦାନ କରନ୍ତୁ ।

– ଭଗବାନ ଶିବ ଓ ମା ପାର୍ବତୀଙ୍କ ସଂଯୁକ୍ତ ପୂଜା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.