ବ୍ରେଷ୍ଟ କ୍ୟାନସର ଭୟକୁ କମ୍ କରିଥାଏ ପିଆଜ ଏବଂ ରସୁଣର ସେବନ, ଜାଣନ୍ତୁ କେମିତି
ପିଆଜ ଏବଂ ରସୁଣର ବ୍ୟବହାର ପ୍ରାୟ ସମସ୍ତଙ୍କ ଘରେ କରାଯାଇଥାଏ। ଏହା ସ୍ୱାଦରେ ଯେତେ ମାତ୍ରାରେ ଭଲ ହୋଇଥାଏ ସେତିିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ। ଏହା ଅନେକ ରୋଗକୁ ମାତ୍ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ରିସର୍ଚ୍ଚ ଅନୁଯାୟୀ ଡାଇବେଟିଜ୍, ହାର୍ଟ ଏବଂ କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢ଼ିବାରେ ରସୁଣ ପିଆଜ ସକ୍ଷମ ହୋଇଥାଏ। ଏହା ସହିତ ଅନେକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ ପିଆଜ ଏବଂ ରସୁଣ କୋଲେଷ୍ଟ୍ରଲ, ପେଟ ଏବଂ ପ୍ରୋଟେଷ୍ଟ କ୍ୟାନସରର ଭୟକୁ କମ୍ କରିଥାଏ।
ଯଦି ଆପଣ ପରିବାରେ ରସୁଣ ଏବଂ ପିଆଜର ବ୍ୟବହାର କରୁଛନ୍ତି ତେବେ କ୍ୟାନସର ଭୟ କମ୍ ରହିଥାଏ। ରିସର୍ଚ୍ଚର ମାନଙ୍କ ଦ୍ୱାରା ବ୍ରେଷ୍ଟ କ୍ୟାନସର ପାଇଁ କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଲା ଯେ ପିଆଜ ଏବଂ ରସୁଣର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଠାରେ ବ୍ରେଷ୍ଟ କ୍ୟାନସରର ଭୟ କମ୍ ରହିଥାଏ ଅଥବା ଆଦୌ ରହିନଥାଏ।
ଏହାସହ ପଢନ୍ତୁ : ଆଖି ତ କୁଣ୍ଡେଇ ହେଉଛି ଏବଂ ଲାଲ ପଡି ପାଣି ବାହାରୁଛି କିନ୍ତୁ କେବେ ଭାବିଛନ୍ତି ଏମିତି ହେବାର କଣ ରହିଥାଏ କାରଣ
ଯେତେବେଳେ ସ୍ତନ କର୍କଟକୁ ନେଇ ଅନୁସନ୍ଧାନ କରାଗଲା ତେବେ ଏହା ଜଣାପଡିଲା ଯେ ଏହା ଅନ୍ୟ ଅଂଶ ତୁଳନାରେ ବ୍ରେଷ୍ଟ କ୍ୟାନସରର ଭୟ କମ୍ ଦେଖିବାକୁ ମିଳିଲା। ଏବେ ଆପଣ ଭାବୁଥିବେ ପିଆଜ ଏବଂ ରସୁଣରେ କେମିତି କ୍ୟାନସରର ଭୟ କମ୍ ରହିଥାଏ।। ତେବେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତରରେ ଆମେ କହିବୁ ଆଜ୍ଞା ହଁ ପିଆଜ ଏବଂ ରସୁଣ ଦ୍ୱାରା କ୍ୟାନସର ଭୟ ରହିଥାଏ କାରଣ ଏଥିରେ ପ୍ରଚୁର ମାତ୍ରାରେ ଫ୍ଲେବୋନୋଲ୍ସ ଏବଂ ଅର୍ଗାନୋସଲଫର ଆଣ୍ଟି କ୍ୟାନସର ଗୁଣ ରହିଥାଏ।
କିଛି ରିସର୍ଚ୍ଚର ଛୋଟ ସ୍ତରରେ ଏକ ରିସର୍ଚ୍ଚ କଲେ ଯେଉଁମାନେ ପିଆଜ ଏବଂ ରସୁଣ ଆଦୌ ଖାଆନ୍ତି ନାହିଁ। ରିସର୍ଚ୍ଚରୁ ଏହା ଜଣାପଡିଲା ଯେ ରସୁଣ ଏବଂ ପିଆଜର ସେବନ ଦ୍ୱାରା କ୍ୟାନସର ସହିତ ସମ୍ପର୍କ କରାଯାଇହେବ। ପିଆଜ ଏବଂ ରସୁଣର ବ୍ୟବହାର କରିବା ଦ୍ୱାରା ଏହା ବ୍ରେଷ୍ଟ କ୍ୟାନସର ଭୟକୁ କମ୍ କରିଥାଏ।