୬ଟି ଆଙ୍ଗୁଠି ଥିବା ଲୋକମାନେ ହୋଇଥାନ୍ତି ଭାଗ୍ୟଶାଳୀ, ଜାଣନ୍ତୁ କଣ କହିଥାଏ ହସ୍ତରେଖା

ହସ୍ତରେଖା ଜ୍ୟୋତିଷ ଅନୁସାରେ ୬ଟି ଆଙ୍ଗୁଠି ଥିବା ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିଛି ଲୋକଙ୍କର ହାତର ଛୋଟ ଆଙ୍ଗୁଳି ପାଖରେ ଏହି ଆଙ୍ଗୁଠି ରହିଥିବା ବେଳେ ଅନ୍ୟ କିଛି ଲୋକଙ୍କର ଆଙ୍ଗୁଠି ସହ ଯୋଡି ହୋଇ ରହିଥାଏ । ଏହାସହିତ କିଛି ଲୋକଙ୍କର ଗୋଡ଼ରେ ମଧ୍ୟ ୬ଟି ଆଙ୍ଗୁଠି ରହିଥାଏ । ତାହେଲେ ଆସନ୍ତୁ ଜାଣିବା କିପରି ରହିଥାଏ ଏହି ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ୱ ।

Image result for six fingers hand image

ଏପରି ବ୍ୟକ୍ତି ଯେଉଁମାନଙ୍କ ସହିତ ରହିଥାନ୍ତି ତାଙ୍କର ଫାଇଦା ଉପରେ ଫାଇଦା ହୋଇଥାଏ । ଏହି ବ୍ୟକ୍ତି ପାଞ୍ଚୋଟି ଆଙ୍ଗୁଠି ଥିବା ବ୍ୟକ୍ତି ମାନଙ୍କ ଅପେକ୍ଷା ବହୁତ ଭଲ ଭାବରେ କାମ କରିଥାନ୍ତି ।

 

ଯେଉଁ ଲୋକମାନଙ୍କ ହାତରେ ଅତିରିକ୍ତ ଆଙ୍ଗୁଳିଟି ଛୋଟ ଆଙ୍ଗୁଳି ପାଖରେ ରହିଥାଏ ତାଙ୍କ ଉପରେ ବୁଧ ପର୍ବତର ପ୍ରଭାବ ରହୁଥିବା ବେଳେ ଯେଉଁମାନଙ୍କର ଏହା ଅନ୍ୟ ଆଙ୍ଗୁଳି ସହ ଯୋଡି ହୋଇ ରହିଥାଏ ସେମାନଙ୍କ ଉପରେ ଶୁକ୍ର ପର୍ବତର ପ୍ରଭାବ ରହିଥାଏ ।

उंगलिया

ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁ ଲୋକ ମାନଙ୍କର ହାତରେ ୬ଟି ଆଙ୍ଗୁଳି ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହିପରି ବ୍ୟକ୍ତି ବହୁତ ଫାଇଦାବାନ ମଧ୍ୟ ହୋଇଥାନ୍ତି । ଏମାନଙ୍କର ମସ୍ତିସ୍କ ବହୁତ ଦ୍ରୁତ ଗତିରେ କାମ କରିଥାଏ । ଏହି ଲୋକମାନେ ନିଜର କାମ ବହୁତ ମେହେନତ ଏବଂ ସଚ୍ଚୋଟତାର ସହ କରିଥାନ୍ତି ।

Image result for six fingers hand image

ଏପରି ଲୋକ ବହୁତ ଭଲ ଆଲୋଚକ ମଧ୍ୟ ହୋଇଥାନ୍ତି । ହସ୍ତଶାସ୍ତ୍ର ଅନୁସାରେ ହାତର ଆଙ୍ଗୁଳି ଗୁଡିକ ସଂଖ୍ୟା ମଣିଷର ମସ୍ତିସ୍କକୁ ମଧ୍ୟ ପ୍ରଭାବିତ କରିଥାଏ । ଏଣୁ ଆଙ୍ଗୁଠିରେ ବିଭିନ୍ନ ଯୋଗମୁଦ୍ରା କରି ଧ୍ୟାନ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.