ଏହି ଦେଶୀ ଉପଚାର ଆପଣଙ୍କୁ କରୋନା ଭାଇରସ ଠାରୁ କରିବ ରକ୍ଷା, ଜାଣନ୍ତୁ କେମିତି

କରୋନା ଭାଇରସର ନାମ ଶୁଣିବା ପରେ ହିଁ ମନ ଭିତରେ ଭୟର ସଞ୍ଚାର ଖେଳିଯାଉଛି। କାହିଁକିନା ଏହି ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ୪୬୦୦ ରୁ ଅଧିକ ଲୋକଙ୍କର ମ୍ରୁତ୍ୟୁ ହୋଇସାରିଲାଣି। ସେହିପରି ଅଧା ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି। ଏବେ ପଯ୍ୟର୍ନ୍ତ ଏହି ଜୀବନନାଶକ ଭାଇରସକୁ ମାତ୍‌ ଦେବା ପାଇଁ କୌଣସି ଔଷଧ ମିଳିପାରିନାହିଁ। ଏଥିପାଇଁ କେବଳ ଆମକୁ ପରିଷ୍କାର ପରିଚ୍ଛନତା ରହିବା ଆବଶ୍ୟକ। ଆପଣ ନିଜେ ନିଜେ ମନକୁ ଦ୍ରୁଢ଼ କରିବା ସହିତ ଶରୀରରେ ଇମ୍ୟୁନିଟୀ ପାଓ୍ଵାର ବଢ଼ାଇପାରିବେ। ତେବେ ଆସନ୍ତୁ ଜାଣିବା କିଛି ଏମିତି ଉପାୟ ଯାହା ସାହାଯ୍ୟରେ ଆପଣ ଇମ୍ୟୁନ ସିଷ୍ଟମକୁ ମଧ୍ୟ ମଜବୁତ କରି କରୋନା ଭାଇରସ ଠାରୁ ନିଜକୁ ରକ୍ଷା କରିପାରିବେ। ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ।

tulsi corona-୨ରୁ୪ଟି ତୁଳସୀ ପତ୍ରକୁ ଚୋବାଇ ଖାଆନ୍ତୁ। ଆପଣ ଚାହିଁବେ ତ ତୁଳସୀ ପତ୍ରକୁ ଚୋବାଇ ଖାଇପାରିବେ।

-ହଳଦୀର କାଢ଼ା ମଧ୍ୟ ସାହାଯ୍ୟକାରୀ ପ୍ରମାଣିତ ହେବ। କ୍ଷୀରରେ ହଳଦୀ-ଗୋଲ ମରୀଚ ମିଶାଇ ପିଇବା ଦ୍ୱାରା ଇମ୍ୟୁନିଟୀ ପାଓ୍ଵାର ବଢ଼ିଥାଏ।

-ଆଲୋଭେରା ଜୁସ୍‌ ଏହି ରୋଗ ଠାରୁ ଲଢ଼େଇ କରିବାକୁ ବହୁତ ମାତ୍ରାରେ ଆପଣଙ୍କୁ ସାହାଯ୍ୟ କରିବ।

-ଅନୁଲୋମ-ବିଲୋମ, ସୂର୍ଯ୍ୟ ନମସ୍କାର, ପ୍ରାଣାୟମ ଏବଂ କପାଳଭାରତୀ କରନ୍ତୁ। ଇମ୍ୟୁନ ସିଷ୍ଟମ ଯେତେ ମଜବୁତ ହେବ ସେତେ ଅଧିକ ଭାରଇସ୍‌ ଠାରୁ ରକ୍ଷା କରିବ।

-ଗୋମୁତ୍ରର ଅର୍କ କରୋନା ଭାଇରସ ଠାରୁ ରକ୍ଷା କରିବାର ସବୁଠାରୁ ବେଷ୍ଟ ଘରୋଇ ଉପଚାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.