ଘରୋଇ ଟିପ୍ସ ଜରିଆରେ ବଢାନ୍ତୁ ଆଇବ୍ରୋର ସୁନ୍ଦରତା, ଯାହା ଆପଣଙ୍କ ଆଖିକୁ ଦେବ ଆକର୍ଷଣୀୟ ଲୁକ୍‌

ଆଖିର ସୁନ୍ଦରତା ଅନେକ ଜିନିଷ ଉପରେ ନିର୍ଭର କରିଥାଏ। ସେମାନଙ୍କ ମଧ୍ୟରେ ଆଇବ୍ରୋ ଅନ୍ୟତମ। ଆଇବ୍ରୋର ସଠିକ୍‌ ଆକାର ଏବଂ ଘନତ୍ୱ ଆଖିକୁ ଆକର୍ଷକ କରିଥାଏ। ଏମିତିରେ ଜରୁରୀ ଆପଣ କିଭଳି ଆଖିକୁ ସୁନ୍ଦର ରଖିବେ। ଆମେ ଆପଣଙ୍କୁ ଏପରି କେତେକ ଟିପ୍ସ ବତାଇବୁ , ଯାହାଦ୍ୱାରା ଆପଣ ନିଜର ଆଖିକୁ ଆକର୍ଷଣୀୟ ଲୁକ୍‌ ଦେବା ସହ କଳା ଏବଂ ସୁନ୍ଦର ବନାଇପାରିବେ। ଯାହା ଆପଣଙ୍କ ଆଖିକୁ ସୁନ୍ଦର କରିବ। ଆସନ୍ତୁ ଜାଣିବା କ’ଣ ସବୁ ଘରୋଇ ଉପାୟ ଆପଣ ଅବଲମ୍ବନ କରିବେ।

eye

– ଆଇବ୍ରୋରେ ପ୍ରତିଦିନ ଶୋଇବା ପୂର୍ବରୁ ବାଦାମ ତେଲ ଲଗାନ୍ତୁ। ଏହା ଆପଣଙ୍କ ଆଇବ୍ରୋକୁ ପୋଷଣ ହେବା ସହ ଆକର୍ଷଣ ବଢାଇଥାଏ।

– ପ୍ରତିଦିନ ୨ ବୁନ୍ଦା ବାଦାମ ତେଲରେ ୨ ବୁନ୍ଦା ମହୁ ମିଶାଇ ଆଇବ୍ରୋରେ ଲଗାନ୍ତୁ। ଆଇବ୍ରୋ ଘନତ୍ୱ ବଢିବ।

Beautiful

– ପ୍ରତିଦିନ ଜଡା ତେଲ ଯଦି ଆପଣ ଆଇବ୍ରୋରେ ମାଲିସ କରିବେ ତେବେ ଆଇବ୍ରୋ କଳା ହେବ।

ଏହାସହ ପଢ଼ନ୍ତୁ ; ଘରୋଇ ଉପାୟରେ ବନାନ୍ତୁ ବ୍ଲିଚ, ତ୍ୱଚାରେ ଆଣନ୍ତୁ ଏପରି ଚମକ

– ଯଦି ଆପଣଙ୍କ ଆଇବ୍ରୋ କମ୍‌ ରହିଛି, ତେବେ ସପ୍ତାହକୁ ଦୁଇ ଥର ଅଣ୍ଡାର ଧଳା ଅଂଶ ଆଇବ୍ରୋରେ ଲଗାନ୍ତୁ। ଆପଣଙ୍କୁ ଫାଇଦା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.