ପଢନ୍ତୁ, କାହିଁକି ପୁଅ ମାନେ ଝିଅ ମାନଙ୍କ ଅପେକ୍ଷା ପସନ୍ଦ କରିଥାନ୍ତି ବିବାହିତା ମହିଳାଙ୍କୁ !

ଆପଣ ଏ ସବୁ ପଢିଲା ପରେ ନିଶ୍ଚୟ ହଟହଟା ହେବେ କିନ୍ତୁ ଆଜିକାଲି ଏସବୁ ହିଁ ଦେଖିବାକୁ ମିଳୁଛି । ଆଜିକାଲି ଅଧିକାଂଶ ପୁଅ ବିବାହିତା ମହିଳାଙ୍କ ପ୍ରତି ଅଧିକ ମାତ୍ରରେ ଆକର୍ଷିତ ହେବାର ଦେଖିବାକୁ ମିଳୁଛି । ଏହା ରିସର୍ଚ୍ଚରୁ ଜଣାପଡିବା ସହ ଏହାର କାରଣ ମଧ୍ୟ ରହିଛି କେଉଁ ସବୁ କାରଣ ପାଇଁ ପୁଅ ମାନେ ବିବାହିତା ମହିଳାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ।

• ଆତ୍ମବିଶ୍ବାସ : ବିବାହିତା ମହିଳା ମନେ ସିଙ୍ଗିଲ୍ ଝିଅ ମାନଙ୍କ ଅପେକ୍ଷା ଅଧିକ ଆତ୍ମବିଶ୍ବାସୀ ହୋଇଥାନ୍ତି । ଆଉ ଏହି ଆତ୍ମବିଶ୍ବାସ ଗୁଣ ହିଁ ପୁଅ ମାନଙ୍କୁ ବେଶି ଆକର୍ଷିତ କରିଥାଏ । ପୁରୁଷ ମାନଙ୍କୁ ଲାଗିଥାଏ କି ବିବାହିତା ମହିଳା ମାନେ ଅତି ସହଜରେ ସବୁ ବାଧାବିଘ୍ନରୁ ମୁକୁଳି ପାରନ୍ତି ।

• ଅଧିକ ଯତ୍ନବାନ ସାଥୀ : ବିବାହିତା ମହିଳା ଝିଅ ମାନଙ୍କ ତୁଳନାରେ ଅଧିକ ଯତ୍ନବାନ ହୋଇଥାନ୍ତି । ବିବାହ ପରେ ସେମାନଙ୍କୁ ସବୁ ସମୟରେ ନିଜ ପରିବାର ଚିନ୍ତା ରହିଥାଏ ପୁଅ ମାନଙ୍କୁ ଏହି ଆଟିଟୁଡ୍ ବିବାହିତା ମହିଳାର ବହୁତ ପସନ୍ଦ ଆସିଥାଏ ।

• ହର୍ରମୋନର ବଦଳିବା : ବିବାହ ପରେ ମହିଳା ମାନଙ୍କର ହର୍ରମୋନରେ ପରିବର୍ତ୍ତନ ଆସିଥାଏ । ଏହି କାରଣରୁ ସେମାନଙ୍କ ମୁହଁ ଏବଂ ତ୍ବଚା ଅଧିକରୁ ଅଧିକ ଗ୍ଲେଜ କରିଥାଏ । ବିବାହିତା ମହିଳାଙ୍କ ପାଖରେ ଆସିଥିବା ଏହି ପରିବର୍ତ୍ତନ ପୁ୍ଅ ମାନଙ୍କୁ ଆକର୍ଷିତ କରିଥାଏ ।

• ମିଠା ବ୍ୟବହାର : ବିବାହିତା ମହିଳା ମନେ ଘର ଏବଂ ବାହାରର କାମ ଠିକ୍ ଭାବରେ କରିବା ସହ ଚେହେରା ଉପରେ ସର୍ବଦା ମିଠା ହସ ରଖିବାରେ ମାହିର ହୋଇଥାନ୍ତି । ଏହି ଗୁଣ ମହିଳାଙ୍କର ପୁଅ ମାନେ ବହୁତ ପସନ୍ଦ କରିଥାନ୍ତି ।

Leave A Reply

Your email address will not be published.