କେନ୍ୟୁଜ୍(ବ୍ୟୁରୋ): ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା । ଦୁଇ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର । ବେଞ୍ଜାମିନ୍ ଲିଷ୍ଟ୍ ଓ ଡେଭିଡ୍ ମ୍ୟାକ୍ମିଲନ୍ଙ୍କୁ ନୋବେଲ୍ ପୁରସ୍କାର । ଆସିମେଟ୍ରିକ୍ ଅର୍ଗାନୋକାଟାଲିସିସ୍ ବିକଶିତ ପାଇଁ ମିଳିବ ନୋବେଲ ।
BREAKING
Nobel Prize in Chemistry announced https://t.co/okYlGLrcSM
— Soumyajit Pattnaik (@soumyajitt) October 6, 2021
ପୂର୍ବରୁ ମେଡିସିନରେ ନୋବେଲ ଘୋଷଣା କରାଯାଇଥିଲା । ୨୦୨୧ ମସିହା ପାଇଁ ୨ ଜଣଙ୍କୁ ମିଳିତ ଭାବେ ମେଡିସିନରେ ନୋବେଲ ମିଳିବ । ସେମାନେ ହେଲେ ଡେଭିଡ ଜୁଲିଅସ ଓ ଅର୍ଡେମ ପାଟାପୋଟିଆନ୍ । ଶରୀରର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଦିଷ୍ଟ ରିସେପ୍ଟର ଉଦ୍ଭାବନ କରିଥିବାରୁ ଦୁଇ ବିଜ୍ଞାନୀଙ୍କୁ ମିଳିତ ଭାବେ ମେଡିସିନ୍ରେ ନୋବେଲ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।