ଜମ୍ମୁ କାଶ୍ମୀର ସୋପିୟାନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ସୋପିୟାନରେ ଏନକାଉଣ୍ଟର । ୩ ଆତଙ୍କବାଦୀ ନିହତ । ସୋପିୟାନ ଜିଲ୍ଲାର ମୁନିହାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲେ ୩  ଆତଙ୍କୀ।

୨ଜଣଙ୍କ ପରିଚୟ ମିଳିପାରିନାହିଁ। ରାତି ୨ଟାରେ ସୁରକ୍ଷାକର୍ମୀ ଓ ଜାମ୍ମୁ -କାଶ୍ମୀର ପୋଲିସ ଆରମ୍ଭ କରିଥିଲେ ମିଳିତ ଅପରେସନ୍‌। ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେ ଏବେ ବି ସର୍ଚ୍ଚ ଅଭିଯାନ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.