Below header

ବସ ସହ କାର୍ ଧକ୍କା, ଜଳିଗଲା ବସ୍ ଓ କାର୍, ୩୫ ଜଣଙ୍କ ମୃତ୍ୟୁ

ଗୋଟିଏ ବସ ସହ ଅନେକ କାର୍ ଧକ୍କା। ଜଳିଗଲା ବସ୍ ଓ କାର୍ । ଅତି କମରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇଜିପ୍ଟରେ ଭୟଙ୍କର ସଡ଼କ ଦୁର୍ଘଟଣା।

ଗୋଟିଏ ବସ ସହ ଅନେକ କାର୍ ଧକ୍କା। ଜଳିଗଲା ବସ୍ ଓ କାର୍ । ଅତି କମରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇଜିପ୍ଟରେ ଭୟଙ୍କର ସଡ଼କ ଦୁର୍ଘଟଣା। କାଏରୋ-ଅଲେକଜାଣ୍ଡ୍ରିଆ ହାଇୱେରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ କାର୍ ଓ ବସ ଜଳି ଯାଇଥିଲା।

ଗାଡ଼ିରେ ଥିବା ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ଇଜିପ୍ଟରେ ସଡ଼କ ଦୁର୍ଘଟଣା ଏକ ସାଧାରଣ କଥା। ଖରାପ ରାସ୍ତା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ୨୦୨୧ରେ ଇଜିପ୍ଟରେ ସଡ଼କ ଦୁର୍ଘଟଣାରେ ୭ ହଜାର ଲୋକଙ୍କ ପ୍ରାଣ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.