Below header

ଚଳନ୍ତା ବିମାନରେ ଶିଶୁକୁ ଜନ୍ମ ଦେଲେ ମହିଳା

ଫ୍ଲାଇଟରେ ମହିଳା କଲେ ପ୍ରସବ । ଥାଇଲାଣ୍ଡର ଜଣେ ମହିଳା କତାର ଏୟାରେଓ୍ଵଜ୍‌ର ଫ୍ଲାଇଟରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ପରେ କୋଲକାତା ଏୟାରପୋର୍ଟରେ ଫ୍ଲାଇଟଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.