Below header

ନୂଆଦିଲ୍ଲୀ : ବିଜେପି କର୍ମଶାଳାର ଆଜି ଦ୍ୱିତୀୟ ଦିନ, ସଂସଦରେ ଭଲ ପ୍ରଦର୍ଶନ ପାଇଁ ନେଉଛନ୍ତି ପ୍ରଶିକ୍ଷଣ

ନୂଆଦିଲ୍ଲୀ (କେନ୍ୟୁଜ୍) : ଦିଲ୍ଲୀରେ ଚାଲିଥିବା ବିଜେପି କର୍ମଶାଳାର ଆଜି ଦ୍ୱିତୀୟ ଦିନ। ଏଥିରେ ଦଳର ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ କାର‌୍ୟ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି । ସଂସଦରେ କିପରି ବିଜେପି ସାଂସଦମାନେ ଭଲ ପ୍ରଦର୍ଶନ କରିବେ ? ବିଶେଷକରି ପ୍ରଥମ ଥର ନିର୍ବାଚିତ ହୋଇଥିବା ଦଳର ୧୩୩ ଜଣ ଏମପିଙ୍କ ଭୂମିକା କ’ଣ ରହିବ ? ଏମପି ଲ୍ୟାଡ ଫଣ୍ଡ୍ର କିପରି ସଦୁପଯୋଗ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି ବିଜେପି ସାଂସଦ । ବିଜେପି ପକ୍ଷରୁ ପ୍ରତିବର୍ଷ ଏହି ଅଭ୍ୟାସବର୍ଗ ବୈଠକ ଅନୁଷ୍ଠିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.