ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ(କେନ୍ଯୁଜ୍) : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। CBI ଓ IB ମୁଖ୍ୟଙ୍କୁ ହାଜର ପାଇଁ ସୁପ୍ରିମକୋର୍ଟ ସମନ କରିଛନ୍ତି। ଦିଲ୍ଲୀ ପୋଲିସ କମିଶନରଙ୍କୁ ହାଜର ପାଇଁ ମଧ୍ୟ ସମନ ହୋଇଛି। ଆଇନଜୀବୀ ଉତ୍ସବ ବେନ୍ସ ପ୍ରତିକ୍ରିୟା ଦେଇ କହିଛନ୍ତି, ସୁପ୍ରିମକୋର୍ଟଙ୍କୁ ସିସିଟିଭି ଫୁଟେଜ ଦିଆଗଲା। କିନ୍ତୁ CJIଙ୍କୁ ବଦନାମ ପାଇଁ ଏହା ଏକ ଷଡଯନ୍ତ୍ର। ସ୍ୱତନ୍ତ୍ର ବେଞ୍ଚରେ ୩ଟାରେ ପୁଣି ଶୁଣାଣି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.