Below header

ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ଭୋଟଗଣତି

କେନ୍ୟୁଜ୍: ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗଣତି ଚାଲିଛି । ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ସିଟିରେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ବିଜେପି ପ୍ରାର୍ଥୀଙ୍କ ଠାରୁ ୮୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ।

ସେହିପରି ବାଲିଗଞ୍ଜ ବିଧାନସଭା ସିଟରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିୟ ୮ ହଜାରରୁ ଅଧିକ ଭୋଟରେ ଲିଡିଂ କରୁଛନ୍ତି । ମହାରାଷ୍ଟ୍ରର କୋହ୍ଲାପୁର ଏବଂ ଛତିସଗଡର ଖଇରାଗଡରେ କଂଗ୍ରେସ ପ୍ରାର୍ଥୀ ଆଗରେ ଥିବା ବେଳେ ବିହାର ବୋଚହାନ ବିଧାନସଭା ଉପନିବାଚନହରେ ଆରଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.