ସାଇରସ ମିସ୍ତ୍ରୀଙ୍କ କମ୍‌ବ୍ୟାକ୍‌, ଫେରି ପାଇଲେ ଟାଟା ଗ୍ରୁପ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ (କେନ୍ୟୁଜ୍) : ଟାଟା ଗୃପକୁ ବଡ଼ ଝଟ୍‌କା। ସାଇରସ ମିସ୍ତ୍ରୀଙ୍କ କମ୍‌ବ୍ୟାକ୍‌। ଟାଟା ଗୃପ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଫେରି ପାଇଲେ ସାଇରସ ମିସ୍ତ୍ରୀ। ନ୍ୟାସନଲା କମ୍ପାନୀ ଲ ଟ୍ରିବ୍ୟୁନାଲ ଏନ୍‌. ଚନ୍ଦ୍ରଶେଖରନଙ୍କ ନିଯୁକ୍ତି ଅବୈଧ କଲେ। ଏହାପରେ ପଦ ଫେରି ପାଇଛନ୍ତି ସାଇରସ ମିସ୍ତ୍ରୀ। ୨୦୧୨ରେ ଟାଟା ଗୃପର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ ସାଇରସ ମିସ୍ତ୍ରୀ। କିନ୍ତୁ ତାଙ୍କୁ ୨୦୧୬ରେ ପଦବୀରୁ କାଢି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.