ଦୈନିକ ଭାସ୍କରର ଏକାଧିକ କାର୍ଯ୍ୟାଳୟରେ ଇନକମ୍‌ ଟ୍ୟାକ୍ସର ଚଢାଉ, ସମସ୍ତ କର୍ମଚାରୀଙ୍କ ଫୋନ୍‌ ଜବତ

ମୁମ୍ବାଇ: ଦୈନିକ ଭାସ୍କର କାର୍ଯ୍ୟାଳୟରେ ଚଢାଉ । ଦୈନିକ ଭାସ୍କରର ଏକାଧିକ କାର୍ଯ୍ୟାଳୟରେ ଚଢାଉ କଲା ଇନକମ୍‌ ଟ୍ୟାକ୍ସ । ଭୋପାଳ, ଇନ୍ଦୋର, ନୋଏଡା, ଜୟପୁର, ଅହମ୍ମଦାବାଦ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢାଉ କରିଛି ଇନକମ୍‌ ଟ୍ୟାକ୍ସ ।

ରେଡ୍‌ ବେଳେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ ଫୋନ୍‌ ଜବତ କରାଯାଇଛି । ଛାପ୍ପା ବେଳେ ୧୦୦ରୁ ଅଧିକ ଅଧିକ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.