ବେଙ୍ଗାଳୁରୁରେ ବେଶ ଧୁମଧାମରେ ପାଳିତ ହେଲା ବଡ଼ଦିନ

ବେଙ୍ଗାଲୁରୁ(କେନ୍ୟୁଜ୍): ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳିତ ହୋଇଛି ବଡ଼ ଦିନ । ବେଙ୍ଗାଳୁରୁ ରେ ମଧ୍ୟ ବିଭିନ୍ନ ଚର୍ଚ୍ଚ ମାନଙ୍କରେ ବେଶ ଯାକ ଯମକରେ ପାଳିତ ହୋଇଛି । ସକାଳୁ ସକାଳୁ ଚର୍ଚ୍ଚ ଗୁଡିକରେ ଭିଡ଼ ଦେଖିବାକୁ ମିଳିଥିଲା । ବେଙ୍ଗାଳୁରୁ ବୋମସନ୍ଦ୍ରା ଠରେ ଥିବା ଚର୍ଚ୍ଚରେ ବେଶ ଧୁମଧାମରେ ପାଳିତ ହୋଇଛି ।

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସ୍ଥାନ ସମେତ ସମସ୍ତ ପିଲା ଦିନର ଘଟିଥିବା ସମସ୍ତ ଘଟଣା ପରିଦର୍ଶିତ ହୋଇଛି। ଏହାକୁ ଦେଖିବା ପାଇଁ ଭିଡ଼ ଦେଖିବାକୁ ମିଳିଥିଲା । ଏଥି ସହିତ କନ୍ଧମାଳ ଓଡ଼ିଆ କମ୍ୟୁନିଟି ପକ୍ଷରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ କେକ କଟାଯାଇ ପାଳିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.