ୟୁଗାଣ୍ଡାରୁ ଫେରିଥିବା ମହିଳାଙ୍କ ଇବୋଲା ରିପୋର୍ଟ ନେଗେଟିଭ, କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଜାରି କଲା ପରାମର୍ଶ
ବେଙ୍ଗାଲୁରୁ : ୟୁଗାଣ୍ଡାରୁ ଭାରତ ଫେରିଥିବା ମହିଳାଙ୍କ ଇବୋଲା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି । ମହିଳାଙ୍କ ଶରୀରରେ ଇବୋଲା ଭଳି ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ତାଙ୍କୁ ହସପିଟାଲରେ ଆଇସୋଲେସନରେ ରଖାଯାଇଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ରୋଗୀଙ୍କ ଅବସ୍ଥା ସାମାନ୍ୟ ରହିଛି ।…