Browsing Tag

bengaluru

ପୁଅକୁ ମାରିବା ପରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ସୂଚନା : ପୋଲିସ

ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍‌ କମ୍ପାନୀର ସିଇଓ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗୋଆ ସ୍ଥିତ ସର୍ଭିସ ଆପାର୍ଟମେଣ୍ଟରେ ସୂଚନା ପ୍ରଥମେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିଲେ । ଏହାପରେ ସେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ହାତ…

ଗୋଟିଏ ଦିନରେ ବେଙ୍ଗାଲୁରୁର ୧୩ଟି ସ୍କୁଲକୁ ମିଳିଲା ବୋମା ଧମକ, ଟିକିନିକି ଯାଞ୍ଚ କରୁଛି ପୋଲିସ

ଗୋଟିଏ ଦିନରେ ୧୩ଟି ସ୍କୁଲକୁ ମିଳିଛି ବୋମା ଧମକ। ଶୁକ୍ରବାର ସକାଳୁ ଏଭଳି ଧମକପୂର୍ଣ୍ଣ ଇମେଲ୍‌ ମିଳିବା ପରେ ବେଙ୍ଗାଲୁରୁ ପୋଲିସର ନିଦ ହଜିଯାଇଛି। ଇମେଲ୍‌ ମାଧ୍ୟମରେ କୁହାଯାଇଛି ଯେ ସ୍କୁଲ କ୍ୟାମ୍ପସ୍‌ଗୁଡ଼ିକରେ ବୋମା ରଖାଯାଇଛି। ଏହି ଘଟଣାକୁ ନେଇ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ବୋମା ଧମକ…

ଭୂମି ତଳୁ ବାହାରିଲା ୪୦୦ ବର୍ଷ ପୁରୁଣା ଶିବଲିଙ୍ଗ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭାରତର ଅନେକ ମନ୍ଦିରର ଇତିହାସ ଶହ ଶହ ବର୍ଷ ପୁରୁଣା । ସେହିଭଳି ଦକ୍ଷିଣ ଭାରତରେ ଶହ ଶହ ବର୍ଷ ପୁରୁଣା ମନ୍ଦିର ଖନନ ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବେଙ୍ଗାଲୁରୁର ଶ୍ରୀ ଦକ୍ଷିଣାମୁଖ ନନ୍ଦୀ ତିର୍ଥ କଲ୍ୟାଣୀ ଅଞ୍ଚଳରୁ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ।…

ବେଙ୍ଗାଲୁରୁରେ ଚାଞ୍ଚଲ୍ୟ: ଘରେ ପଶି ମହିଳା ସରକାରୀ ଅଧିକାରୀଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ବେଙ୍ଗାଳୁରୁ (କେନ୍ୟୁଜ): ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଖଣି ଓ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା କରାଯାଇଥିବା କଥା ପୋଲିସ କହିଛି। ମହିଳା ଜଣଙ୍କ ହେଲେ ୩୭ ବର୍ଷୀୟ…

ଜିକା ଭାଇରସ୍‌ ଚିହ୍ନଟ ପରେ ବେଙ୍ଗାଲୁରୁରେ ହାଇ ଆଲର୍ଟ; ୩୦ ଗର୍ଭବତୀ, ୭ ଲୋକଙ୍କଠାରୁ ନିଆଗଲା ନମୁନା

ବେଙ୍ଗାଲୁରୁ ନିକଟରେ ଜିକା ଭାଇରସ୍‌ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ହାଇ ଆଲର୍ଟରେ ରହିଛି। ରାଜ୍ୟରେ ୬୮ଟି ସ୍ଥାନରେ ଜିକା ଭାଇରସ୍‌ ପାଇଁ ମଶାଙ୍କ ପରୀକ୍ଷା କରାଯାଇଛି। ଏହି ଭାଇରସ୍‌ ଚିକ୍କାବଲ୍ଲାପୁର ଜିଲ୍ଲାର ଏକ ମଶାଠାରୁ ମିଳିଥିଲା। ଏଠାରୁ ୬ଟି ନମୁନା ନିଆଯାଇଥିଲା।…

ବେଙ୍ଗାଲୁରୁ ଡିପୋରେ ଭୟାବହ ଅଗ୍ନିକାଣ୍ଡ, ୧୮ଟି ବସ୍‌ ଜଳି ପାଉଁଶ

ବେଙ୍ଗାଲୁରୁର ବୀରଭଦ୍ର ନଗରସ୍ଥିତ ଏକ ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୮ଟି ବସ୍‌ ଜଳି ପାଉଁଶ ହୋଇଯାଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗ୍ୟାରେଜ୍‌ରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟତ୍ର ବ୍ୟାପି ଯାଇଥିବା ଅନୁମାନ କରାଯାଉଛି। ପାଖରେ ଥିବା…

ବେଙ୍ଗାଲୁରୁରେ ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଛାତରୁ ଡେଇଁ ପଡିଲେ ଯୁବକ: ଭିଡିଓ ଭାଇରଲ

କର୍ଣ୍ଣାଟକ ବେଙ୍ଗାଲୁରୁରେ ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ୪ ମହଲା ବିଲଡିଂର ଉପର ମହଲା ହୁତହୁତ ହୋଇ ଜଳିବାରୁ ଛାତ ଉପରେ ଥିବା ଜଣେ ବ୍ୟକ୍ତି ସିଧା ତଳକୁ ଡେଇଁ ପଡ଼ିଛନ୍ତି । ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ବେଙ୍ଗାଲୁରୁର ପୋଶ…

ଟଙ୍କା ଗଦି ଉପରେ ଶୋଉଥିଲେ କଣ୍ଟ୍ରାକ୍ଟର-କର୍ପୋରେଟର ଦମ୍ପତି, ୨୩ଟି ବାକ୍ସରୁ ୪୨ କୋଟି ମିଳିଲା ପରେ IT ଅଧିକାରୀଙ୍କ…

ଖଟ ତଳୁ ମିଳିଲା ପୁଳା ପୁଳା ଟଙ୍କା। ଘରେ ଏତେ ଟଙ୍କା ଭର୍ତ୍ତି କରୁଥିଲେ ଯେ ଜାଗାର ଅଭାବ ହେଲା , ଶେଷରେ ଦମ୍ପତି ଖଟ ତଳେ ଟଙ୍କାକୁ ରଖିଲେ..ଆଉ ତାରି ଉପରେ ଗଦି ପାରି ଶୋଉଥିଲେ । ଏ ଦମ୍ପତିଙ୍କୁ ମାନିବାକୁ ପଡିବ ଆଜ୍ଞା, କୁଆଡୁ ଆସୁଥିଲା କିଏ ଦଉଥିଲା ତାର କିଛି ବି ସୁରାକ ସେ କାହାରିକୁ ବି…

ବେଙ୍ଗାଲୁରୁରେ ଆୟକର ଚଢ଼ାଉ, ଖଟ ତଳୁ ମିଳିଲା ୪୨ କୋଟି ଟଙ୍କା; ୫ ନିର୍ବାଚନୀ ରାଜ୍ୟରେ ହେବାକୁ ଥିଲା ଫଣ୍ଡିଂ

କୋଟିଏ କି ୨ କୋଟି ନୁହେଁ, ନଗଦ ୪୨ କୋଟି ଟଙ୍କା। ଆୟକର ବିଭାଗ ଚଢ଼ାଉରେ ଖଟ ତଳୁ ମିଳିଛି ୪୨ କୋଟି ଟଙ୍କା। କର୍ଣ୍ଣାଟକରେ ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ରାଶି ଜବତ କରାଯାଇଛି। ବିଭାଗ ପକ୍ଷରୁ ରାଜଧାନୀ ବେଙ୍ଗାଲୁରୁରେ ଚଢ଼ାଉ ବେଳେ ନଗଦ ୪୨ କୋଟି ଟଙ୍କା ଏକ ଫ୍ଲାଟ୍‌ରୁ…

ବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ ଅତ୍ତିବେଲେ ସ୍ଥିତ ବାଣ ଗୋଦାମରେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିବାରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ଜଣ ଆହତ ହୋଇଛନ୍ତି । ଦୋକାନ ମାଲିକ ସହିତ ଅନ୍ୟ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ଅନ୍ୟ ହସପିଟାଲଙ୍କୁ…

ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମ୍‌ ଏଡ଼ାଇବା ପାଇଁ ନୂଆ ଆକ୍ସନ ପ୍ଲାନ, ୯ଟି ସଡ଼କରେ ଶୁଳ୍କ ଲଗାଇ ପାରନ୍ତି ସରକାର!

ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମ୍‌ ଏଡ଼ାଇବା ପାଇଁ ପିକ୍‌ ଆଓ୍ଵାର୍ସ ସମୟରେ ୯ଟି ସଡ଼କରେ କଞ୍ଜେସନ ଟ୍ୟାକ୍ସ ଲଗାଇ ପାରନ୍ତି ସରକାର। ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ କର୍ଣ୍ଣାଟକ ସରକାର ବିଶେଷଜ୍ଞ କମିଟି ଗଠନ କରିଥିଲେ। ସହରରେ ବଢ଼ୁଥିବା ଯାତାୟାତ ସମସ୍ୟାକୁ ହ୍ରାସ କରିବା ପାଇଁ କମିଟି…