ଦେଶରେ ପ୍ରଥମ ସି ପ୍ଲେନ ସେବାର ଶୁଭାରମ୍ଭ, ଗୁଜରାଟର ନର୍ମଦାର କେବାଡ଼ିଆରୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ପ୍ରଥମ ସି ପ୍ଲେନ ସେବାର ଶୁଭାରମ୍ଭ। ଗୁଜରାଟର ନର୍ମଦା ଜିଲ୍ଲାର କେବାଡ଼ିଆ ଠାରୁ ସାବରମତୀ ରିଭରଫ୍ରଣ୍ଟର ପର୍ଯ୍ୟନ୍ତ ଏହି ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମଦିନ ଅବସରରେ ଏହା ଆରମ୍ଭ କରାଯାଇଛି। ଷ୍ଟାଚ୍ୟୁ ଅଫ ୟୁନିଟ ଠାରୁ ସି ପ୍ଲେନରେ ଉଡ଼ାଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଉଭୟ ସ୍ଥଳ ଓ ଜଳ ଭାଗ ଉପରେ ଉଡ଼ାଣ ଭରିପାରିବ ସି ପ୍ଲେନ।
 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.