Below header

G20 ଶିଖର ସମ୍ମିଳନୀ : କର୍ମଚାରୀମାନେ ଆସନ୍ତାକାଲି ୱାର୍କ ଫ୍ରମ୍ ହୋମ୍ ରେ ରହିବେ, ଜାରି ହୋଇଛି ଆଡଭାଇଜରି

G20 ଶିଖର ସମ୍ମିଳନୀ କୁ ଆଉ ମାତ୍ର ଦିନଟିଏ ବାକି । ଏଥିପାଇଁ ସମସ୍ତ ପ୍ରସ୍ତୁତିର ଚୂଡ଼ାନ୍ତ ଅନୁଧ୍ୟାନ କରିଛନ୍ତି, ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା । ପ୍ରଗତି ମଇଦାନର ଭାରତ ମଣ୍ଡପମ ସମେତ ଅତିଥି ରହିବା ସ୍ଥଳ, ରାଜଘାଟ ଆଦି ସ୍ଥାନ ମାନଙ୍କରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ।

ଡିଆରଡିଓ ପକ୍ଷରୁ କାଉଣ୍ଟର – ଡ୍ରୋନ ଡିଭାଇସର ବ୍ୟବସ୍ଥା କରାଯାଇଛି। ସମସ୍ତ କର୍ପୋରେଟ ତଥା ପ୍ରାଇଭେଟ ସଂସ୍ଥା କର୍ମଚାରୀମାନେ ଆସନ୍ତାକାଲି ୱାର୍କ ଫ୍ରମ୍ ହୋମ୍ ରେ ରହିବା ନେଇ ଜାରି ହୋଇଛି ଆଡଭାଇଜରି । ସମ୍ମିଳନୀ ସୁରୁଖୁରୁରେ ଅନୁଷ୍ଠିତ ହେବାନେଇ ପ୍ରତିଶ୍ରୁତି ବଦ୍ଧ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ୍- NDMC ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.