ଠିକଣା ଖୋଜିବାକୁ ମହିଳା ଖୋଲିଲେ ଗୁଗଲ ମ୍ୟାପ୍‌, ଶୂନଶାନ୍‌ ଗଳିରେ ଦେଖିଲେ ଦମ୍ପତିଙ୍କ ଅଶ୍ଳୀଳ କାର୍ଯ୍ୟ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଗୁଗଲ ମ୍ୟାପ୍‌ ଉଠାଇଥିବା ଏକ ଅଶ୍ଳୀଳ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୁଗଲ ମ୍ୟାପ ବ୍ୟବହାର କରି ଏକ ଠିକଣା ଖୋଜୁଥିବା ଜଣେ ମହିଳା ଏକ ଦମ୍ପତିଙ୍କ ଅଶ୍ଳୀଳ ହରକତ ଦେଖିବାକୁ ପାଇଥିଲେ ।

ଉକ୍ତ ଦମ୍ପତି ଗଳିରେ ନିରୋଳା ଦେଖି ସେକ୍ସ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଯାହାକି ଗୁଗଲ ମ୍ୟାପରେ ରେକର୍ଡ ହୋଇଯାଇଥିଲା । ଠିକଣା ଖୋଜୁଥିବା ମହିଳା ଜଣକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

google map
p.c : hindi.news18.com

ମହିଳା ଜଣକ ମଞ୍ଚେଷ୍ଟରରେ ଥିବା ଏକ େଓ୍ଵୟାର ହାଉସ ର ଠିକଣା ଖୋଜୁଥିଲେ । ମହିଳା ଜଣକ ସେହି ସ୍ଥାନକୁ ଖୋଜିବା ପାଇଁ ଗୁଗଲ ମ୍ୟାପର ସାହାଯ୍ୟ ନେଇଥିଲେ । ହେଲେ ଏକ ନିରୋଳା ଗଳିରେ ହଳେ ଦମ୍ପତି ସେକ୍ସ କାର୍ଯ୍ୟରେ ଲିପ୍ତ ଥିଲେ ।

ପୁରୁଷଙ୍କ ଜିନ୍ସ ତାଙ୍କ ଆଣ୍ଠୁ ତଳକୁ ଥିବା ବେଳେ ଉଭୟେ ସେକ୍ସ କାର୍ଯ୍ୟରେ ଲିପ୍ତ ଥିଲେ । ମହିଳା ଜଣକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା କି ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଏହି ଫଟୋକୁ ଦେଖି ଲୋକେ ବିଭିନ୍ନ ମଜାଳିଆ ମତ ଦେବାରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.