ଟାଇମ୍ ଟ୍ରାଭେଲ୍ କରାଇବ ଗୁଗଲ, ଦେଖିପାରିବେ ୨୦ ବର୍ଷ ପୁରୁଣା ସ୍ଥାନ
ନୂଆ ଟେକ୍ନୋଲୋଜି ଆସିବା ପରେ ଆମ ଚାରିପାଖରେ ଥିବା ସ୍ଥାନଗୁଡିକ ପରିବର୍ତ୍ତନ ହେଉଛି । ଆଜିଠାରୁ ୨୦ କିମ୍ବା ୩୦ ବର୍ଷ ପଛକୁ ଫେରିବା ସମ୍ଭବ ନୁହେଁ, କିନ୍ତୁ ଗୁଗଲ ଆପଣଙ୍କୁ ପୁରୁଣା ସମୟର ଦୃଶ୍ୟ ଦେଖାଇବାରେ ସାହାଯ୍ୟ କରିବ । ଗୁଗଲ୍ ଏବେ ଗୁଗୁଲ୍ ମ୍ୟାପ୍ ଏବଂ ଗୁଗଲ୍ ଆର୍ଥ ପାଇଁ ଏକ ଫିଚର…