Below header

ବ୍ୟାପୁଛି H3N2 ଭାଇରସ୍‌ , ସଂକ୍ରମିତଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କୁ ଆବଶ୍ୟକ ପଡୁଛି ଅକ୍ସିଜେନ

ଦେଶରେ ବିଭିନ୍ନ ଭାଗରେ ହଠାତ ଇନଫ୍ଲୁଏଞ୍ଜା ସଂକ୍ରମଣ। ବ୍ୟାପୁଛି H3N2 ଭାଇରସ୍‌ । ସଂକ୍ରମିତ ବ୍ୟକ୍ତି ଜ୍ୱର, ଥଣ୍ଡାରେ ପୀଡ଼ିତ ହେବା ପରେ ଦୀର୍ଘ ଦିନ ଧରି ତାଙ୍କଠାରେ ରହୁଛି ଲକ୍ଷଣ। ସଂକ୍ରମିତଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କୁ ଆବଶ୍ୟକ ପଡୁଛି ଅକ୍ସିଜେନ।

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଭାଗରେ ହଠାତ ଆରମ୍ଭ ହୋଇଛି ଇନଫ୍ଲୁଏଞ୍ଜା ସଂକ୍ରମଣ। ବ୍ୟାପୁଛି H3N2 ଭାଇରସ୍ । ସଂକ୍ରମିତ ବ୍ୟକ୍ତି ଜ୍ୱର, ଥଣ୍ଡାରେ ପୀଡ଼ିତ ହେବା ପରେ ଦୀର୍ଘ ଦିନ ଧରି ତାଙ୍କଠାରେ ରହୁଛି ଲକ୍ଷଣ। ସଂକ୍ରମିତଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କୁ ଆବଶ୍ୟକ ପଡୁଛି ଅକ୍ସିଜେନ।

ଆଇସିୟୁରେ ବି ଭର୍ତ୍ତି ହେଉଛନ୍ତି ୭ ପ୍ରତିଶତରୁ ଅଧିକ ସଂକ୍ରମିତ। ସେପଟେ ଅଧିକ ଆଣ୍ଟିବାଇଓଟିକ୍ ନଖାଇବାକୁ ପରାମର୍ଶ ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ। ଏହା ସହ କିଛି ସାଧାରଣ ନିର୍ଦ୍ଦେଶାବଳୀ ପାଳନ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.