Browsing Tag

H3N2 Flu cases

ଦେଶରେ ହୁ ହୁ ବ୍ୟାପୁଛି H3N2 ଇନଫ୍ଲୁଏଞ୍ଜା ସଂକ୍ରମଣ, ଏହି ରାଜ୍ୟରେ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବନ୍ଦ ସମସ୍ତ ସ୍କୁଲ

ଦେଶରେ ମାଡୁଛି ଇନଫ୍ଲୁଏଞ୍ଜା। ବଢୁଛି H3N2 ଭାଇରସ୍ କେସ୍। ଇନଫ୍ଲୁଏଞ୍ଜା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଡୁଚେରୀରେ ବନ୍ଦ ହୋଇଛି ସମସ୍ତ ସ୍କୁଲ। ଆସନ୍ତାକାଲିଠୁ ୨୬ ତାରିଖ ଯାଏ ସବୁ ସ୍କୁଲ ବନ୍ଦ ରହିବ। ଏହି ସୂଚନା ଦେଇଛନ୍ତି ପୁଡୁଚେରୀ ଶିକ୍ଷା ମନ୍ତ୍ରୀ ଏ. ନମଶିବାୟମ୍। ଦେଶର ବିଭିନ୍ନ…

ରାଜ୍ୟରେ H3N2 ଭାଇରସ ଭୟ: ମନଇଚ୍ଛା ଆଣ୍ଟି ବୟୋଟିକ୍ ନ ଖାଇବାକୁ ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଇନଫ୍ଲୁଏଞ୍ଜା ଭୟ।ରାଜ୍ୟରେ ଏହାରି ଭିତରେ ଚିହ୍ନଟ ହେଲେଣି ୫୯ ରୋଗୀ । ସିମଟମ ବଢ଼ୁଥିବାରୁ ବଢ଼ାଯିବ ଆଇଏଲଏସ ସର୍ଭିଲାନ୍ସ । ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟପଟେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଔଷଧ ଖାଆନ୍ତୁ…

ବଢୁଛି H3N2 ଭାଇରସ ଚିନ୍ତା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଥଣ୍ଡା ବା କାଶ ହେଲେ କରାନ୍ତୁ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର (କେନ୍ୟୁଜ): ଦେଶରେ ବଢୁଛି H3N2 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ । ସଂକ୍ରମିତଙ୍କଠାରେ ଦେଖାଯାଉଛି ଫ୍ଲୁ ଭଳି ଲକ୍ଷଣ । ୫ରୁ ୭ଦିନ ଯାଏ ଲାଗିରହୁଛି ଜ୍ୱର, ଥଣ୍ଡା ଓ କାଶ । ଏଭଳି ଲକ୍ଷଣ ଦେଖାଗଲେ କୋଭିଡ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ । ଏନେଇ ସବୁ…

H3N2 ଭାଇରସ୍‌ କୁ ନେଇ ରୁହନ୍ତୁ ସତର୍କ

କୋଭିଡ ସଂକ୍ରମଣ ପରେ ଏବେ ବଢ଼ିଲା H3N2 ଭାଇରସ ଭୟ।ଓଡିଶାରେ ବୃଦ୍ଧି ପାଉଥିବା H3N2 ଭାଇରସ ସଂକ୍ରମଣ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । H3N2 ଇନ୍‌ଫ୍ଲୁଏଞ୍ଜାରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଭୟ ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ଓ ହରିଆଣାରୁ ଜଣେ ଲେଖାଏଁ…

H3N2 ଇନଫ୍ଲୁଞ୍ଜା ସଂକ୍ରମଣ ନେଇ ସତର୍କ କଲା କେନ୍ଦ୍ର, ସବୁ ମୁଖ୍ୟ ସଚିବ ଓ ରାଜ୍ୟର ମୁଖ୍ୟଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ H3N2 ଇନଫ୍ଲୁଞ୍ଜା ସଂକ୍ରମଣ ବୃଦ୍ଧି ନେଇ ସତର୍କ ରହିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବ ଓ ରାଜ୍ୟର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି | ଏହି ସଂକ୍ରମଣ ଯୋଗୁ ଇନଫ୍ଲୁଞ୍ଜା ଓ ଗଭୀର ଶ୍ୱାସ ସଂକ୍ରମଣ ଜନିତ…

ଭାରତର ପ୍ରଥମ H3N2 ଇନଫ୍ଲୁଏଞ୍ଜା ମୃତ୍ୟୁ! ହରିୟାଣା ଓ କର୍ଣ୍ଣାଟକର ୨ ବ୍ୟକ୍ତିଙ୍କର ମୃତ୍ୟୁ ନେଇ ସୂଚନା ଦେଲା…

H3N2 ଇନଫ୍ଲୁଏଞ୍ଜାରେ ଭାରତରେ ପ୍ରଥମ ମୃତ୍ୟୁ। ଏହି ସଂକ୍ରମଣରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ହରିୟାଣା ଏବଂ ଅନ୍ୟ ଜଣେ କର୍ଣ୍ଣାଟକର। ବର୍ତ୍ତମାନ ଦେଶରେ ପ୍ରାୟ ୯୦ ଜଣ ଏଥିରେ ସଂକ୍ରମିତ ଥିବା…

ବ୍ୟାପୁଛି H3N2 ଭାଇରସ୍‌ , ସଂକ୍ରମିତଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କୁ ଆବଶ୍ୟକ ପଡୁଛି ଅକ୍ସିଜେନ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଭାଗରେ ହଠାତ ଆରମ୍ଭ ହୋଇଛି ଇନଫ୍ଲୁଏଞ୍ଜା ସଂକ୍ରମଣ। ବ୍ୟାପୁଛି H3N2 ଭାଇରସ୍ । ସଂକ୍ରମିତ ବ୍ୟକ୍ତି ଜ୍ୱର, ଥଣ୍ଡାରେ ପୀଡ଼ିତ ହେବା ପରେ ଦୀର୍ଘ ଦିନ ଧରି ତାଙ୍କଠାରେ ରହୁଛି ଲକ୍ଷଣ। ସଂକ୍ରମିତଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କୁ ଆବଶ୍ୟକ ପଡୁଛି ଅକ୍ସିଜେନ।…