Below header

ଗୋଆରେ MiG-29K ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଉଡାଣ ଭରୁଥିବାବେଳେ ପକ୍ଷୀ ସହ ମାଡ଼ ହୋଇ ଇଞ୍ଜିନରେ ଲାଗିଗଲା ନିଆଁ

ଗୋଆ: ଗୋଆରେ ନୌସେନା ଫାଇଟର ଜେଟ୍ ଏମଆଇଜି-୨୯ ଦୁର୍ଘଟଣାଗ୍ରସ୍ତ। ଉଡାଣର ମାତ୍ର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖଣ୍ଡବିଖଣ୍ଡିତ ହୋଇ ଖସିପଡ଼ି ଜଳି ଯାଇଥିଲା। ତାଲିମ ବେଳେ ଦୁର୍ଘଟଣା ଘଟିଛି। ତେବେ ଦୁଇ ପାଇଲଟ ସୁରକ୍ଷିତ ଭାବେ ଓହ୍ଲାଇ ଯାଇଥିଲେ। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଏୟାରକ୍ରାଫ୍ଟ କେବଳ ତାଲିମ କାର‌୍ୟ୍ୟରେ ବ୍ୟବହୃତ ହେଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.