ମଣିପୁରରେ ପୁଣି ବଢ଼ୁଛି ହିଂସା, ପୁଣି ସେନା ଫ୍ଲାଗ ମାର୍ଚ୍ଚ ଜାରି

ମଣିପୁରରେ ପୁଣି ବଢ଼ୁଛି ହିଂସା। ଅଶାନ୍ତ ହେଉଛି ବିଭିନ୍ନ ଜିଲ୍ଲା। ଗତକାଲି ଗୁଳିମାଡ଼ ଏବଂ ଏକାଧିକ ସ୍ଥାନରେ ହିଂସାକାଣ୍ଡ ଉଦ୍ୟମ ପରେ ସୁରକ୍ଷା ପୁଣି ବଢ଼ାଇ ଦିଆଯାଇଛି। ଇମ୍ଫାଲରେ ହିଂସା ପ୍ରଭାବିତ ଅଞ୍ଚଳରେ ସେନା ଫ୍ଲାଗ ମାର୍ଚ୍ଚ କରିଛି। ଇମ୍ଫାଲ ଇଷ୍ଟରେ ଦୁଇ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗୋଟିଏ ସହର ଭିତରେ ଏବଂ ଅନ୍ୟଟି ପାର୍ବତ୍ୟ ପାଦ ଦେଶରେ। ସିଆରପିଏଫ ପାର୍ବତ୍ୟ ପାଦଦେଶରେ ମୁତୟନ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ସିଆରପିଏଫ ସହ ମଣିପୁର ପୋଲିସ ମୁତୟନ ହୋଇଛି। ଆଇଜି ଓ ଡିଆଇଜି ନିଜେ ଇମ୍ଫାଲ ଉପରେ ନଜର ରଖିଛନ୍ତି। ଗତ ଦୁଇ ଦିନ ହେବ ମଣିପୁରରେ ଅଶାନ୍ତି ପୁଣି ବଢ଼ିବାରେ ଲାଗିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.