ଭାରତରେ କାୟା ମେଲାଉଛି କରୋନା: ଆଜି ତାମିଲନାଡୁରେ ଜଣଙ୍କର ମୃତ୍ୟୁ, ବର୍ତ୍ତମାନ ସୁଦ୍ଧା ଦେଶରେ ୫୬୦ଜଣ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କାୟା ମେଲାଉଛି କରୋନା। ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କ ଜୀବନ ନେଲାଣି ଏହି ଭୟଙ୍କର ଭାଇରସ୍‌। ଆଜି ତାମିଲନାଡୁର ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମଦୁରାଇ ରାଜାଜୀ ହସ୍ପିଟାଲରେ ସେ ଚିକିତ୍ସିତ ଥିଲେ। ଅନ୍ୟପଟେ ଆକ୍ରାନ୍ତ ସଂଖ୍ୟା ପ୍ରତିଦିନ ବଢୁଛି । ୨୫ଟି ରାଜ୍ୟକୁ ବ୍ୟାପି ସାରିଲାଣି । ବର୍ତ୍ତମାନ ସୁଦ୍ଧା ଦେଶରେ ୫୬୦ଜଣ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.