Below header

ଆଜିଠୁ ଜେଇଇ ମେନ୍‌, ଦେଶର ୨୩୩ ସହରରେ କରାଯାଇଛି ପରୀକ୍ଷା କେନ୍ଦ୍ର

ଆଜିଠୁ ଜେଇଇ ମେନ୍‌ । ଦେଶର ୨୩୩ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରାୟ ୯ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାର ୭ଟି ସହରରେ ପରୀକ୍ଷା ହେବ । ୨ଟି ସିଟିଂରେ ପରୀକ୍ଷା ଚାଲିବ । ପରୀକ୍ଷାର ୨ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ହଲ୍‌ ଭିତରକୁ ଛଡାଯିବ । ଜେଇଇ ମେନ୍‌-୨ ପରୀକ୍ଷା ଏପ୍ରିଲ ୩ରୁ ୯ ତାରିଖ ପର୍ଯ୍ୟନ୍ତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.