Below header
Browsing Tag

jee exam

JEE ମେନ୍ସରେ ଏକା ସାଙ୍ଗେ ସଫଳତା ପାଇଲେ ଯାଆଁଳା ଭାଇ, ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ

ଜାଆଁଳା ପିଲାଙ୍କ ସମସ୍ତ କାର୍ଯ୍ୟ ପାଖାପାଖି ସମାନ ଥାଏ । କିନ୍ତୁ ପରୀକ୍ଷାରେ ସଫଳତା ପାଇବା କଥା ଆପଣମାନେ ହୁଏତ କେବେ ଶୁଣି ନଥିବେ । ତେବେ ଆଜି ଆମେ ଆପଣଙ୍କୁ ଦୁଇ ଜାଆଁଳା ଭାଇ ପରୀକ୍ଷାରେ ଯେଉଁ ସଫଳତା ପାଇଁଛନ୍ତି ସେ ବିଷୟରେ ଜଣାଇବାକୁ ଯାଉଛୁ । ସଫଳତା ପୁଣି କୌଣସି ସାଧାରଣ ପରୀକ୍ଷାରେ…

ଏପ୍ରିଲ ମାସରେ ହେବ ଜେଇଇ ମେନ୍, ଏଥର ଚାରିଟି ବଦଳରେ ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଏପ୍ରିଲ ମାସରେ ହେବ ଜେଇଇ ମେନ ପରୀକ୍ଷା। ଏଥର ଚାରିଟି ବଦଳରେ ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା। ଏପ୍ରିଲ ୧୬ ରୁ ୨୧ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମେ ୨୪ ରୁ ୨୯ ମଧ୍ୟରେ ହେବ। ମାର୍ଚ୍ଚ ୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୧ ତାରିଖ…

ମାର୍ଚ୍ଚ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପାଇଁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍‌, ୬ ତାରିଖ ପୂର୍ବରୁ କରିବାକୁ ପଡିବ…

ଭୁବନେଶ୍ବର: ମାର୍ଚ୍ଚ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପାଇଁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍‌ । jeemain.nta.nic.inରେ ରେଜିଷ୍ଟ୍ରେସନ୍‌ କରିହେବ । ମାର୍ଚ୍ଚ ୬ ତାରିଖ ପୂର୍ବରୁ ପଞ୍ଜିକରଣ କରିବାକୁ ପଡ଼ିବ । ଏଥର ୪ଟି ପର୍ଯ୍ୟାୟରେ ଜେଇଇ ମେନ୍‌ ପରୀକ୍ଷା ହେଉଛି । ପ୍ରଥମ ପର୍ଯ୍ୟାୟ…

ଆଜିଠୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ଯାୟ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ପ୍ରଥମ ପର୍ଯ୍ଯାୟ ଜେଇଇ ମେନ୍‌ ପରୀକ୍ଷା । ଏନଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଚଳିତ ବର୍ଷ ୪ଟି ପର୍ଯ୍ଯାୟରେ ହେବ । ପ୍ରଥମ ପର୍ଯ୍ଯାୟ ଫେବ୍ରୁଆରୀ ୨୩ରୁ ଆରମ୍ଭ ହୋଇ ୨୬ ତାରିଖ ଯାଏ ଚାଲିବ । ୨ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ…

ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ

କେନ୍ୟୁଜ (ବ୍ୟୁରୋ): ଆସନ୍ତାକାଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହେବ । ଏଥର ପରୀକ୍ଷା ଜେଇଇ ଢାଞ୍ଚାରେ ହେବ । ଦିନକୁ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ । ରାଜ୍ୟର ୨୧ଟି ସହରରେ ୫୪ଟି ସେଣ୍ଟରରେ ପରୀକ୍ଷା ହେବ । ଏହା ସହିତ ରାଜ୍ୟ ବାହାରେ ମଧ୍ୟ କୋଲକାତା,…

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବସ୍‌ ବ୍ୟବସ୍ଥା, ଜାଣି ରଖନ୍ତୁ ନୋଡାଲ ସେଣ୍ଟର…

କେନ୍ୟୁଜ୍(ବ୍ୟୁରୋ):  ଦିନକ ପରେ ଜେଇଇ ମେନ୍‌ ପରୀକ୍ଷା । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର୍ଥୀଙ୍କୁ ବସ୍‌ ଯୋଗେ ପରୀକ୍ଷା କେନ୍ଦ୍ରକୁ ପଠାଯାଉଛି । ବସ୍‌ ଗୁଡ଼ିକୁ ସାନିଟାଇଜ୍‌ କରାଯାଉଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଥର୍ମାଲ ସ୍କ୍ରିନିଂ ହେଉଛି। ରହଣି ପାଇଁ…

ଜୁଲାଇ ୧୮ରେ JEE ମେନ୍‌

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରୁ JEE ମେନ୍‌ । ଅଗଷ୍ଟରେ ହେବ JEE ଆଡଭାନସ୍‌ ପରୀକ୍ଷା । ତାରିଖ ଖୁବଶୀଘ୍ର ଘୋଷଣା ହେବ । ଜୁଲାଇ ୨୬ ତାରିଖରେ ନ୍ୟାସନାଲ୍‌ ଏଲିଜିବିଲିଟ୍‌ କମ୍‌ ଏଣ୍ଟ୍ରାନ୍‌ ଏକ୍ସାମ୍‌ ବା NEET । ସର୍ବଭାରତୀୟ ସ୍ତରରେ ମେଡିକାଲ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ…

ଆଜିଠୁ ଜେଇଇ ମେନ୍‌, ଦେଶର ୨୩୩ ସହରରେ କରାଯାଇଛି ପରୀକ୍ଷା କେନ୍ଦ୍ର

ଆଜିଠୁ ଜେଇଇ ମେନ୍‌ । ଦେଶର ୨୩୩ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରାୟ ୯ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାର ୭ଟି ସହରରେ ପରୀକ୍ଷା ହେବ । ୨ଟି ସିଟିଂରେ ପରୀକ୍ଷା ଚାଲିବ । ପରୀକ୍ଷାର ୨ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ହଲ୍‌ ଭିତରକୁ ଛଡାଯିବ । ଜେଇଇ ମେନ୍‌-୨…

ଇଞ୍ଜିନିୟରିଂ ପରୀକ୍ଷା ଦେଉଥିବା ପିଲାଙ୍କ ପାଇଁ ଖୁସି ଖବର, ଏଣିକି ଆଞ୍ଚଳିକ ଭାଷାରେ ହେବ ଜେଇଇ- ମେନ ପରୀକ୍ଷା

ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ୨୦୨୧ ଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା- ମେନ୍ ପ୍ରଶ୍ନପତ୍ର ୧୧ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସିକୁ…

ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର, ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍) : ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା । ସୂଚନା ଅନୁଯାୟୀ, ଏପ୍ରିଲ ଓ ମଇ ମାସରେ ସାରା ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜେଇଇ ଆଡଭାନ୍ସଡ୍ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମେ’ ୧୯ ତାରିଖରେ ହେବାକୁ ଥିବା ଏହି ସର୍ବଭାରତୀୟ…