ପଡିଆରେ ଖେଳୁଥିଲେ ପିଲାମାନେ ହଠାତ୍ ଆକ୍ରମଣ କଲା ଚିତାବାଘ, ତାପରେ କଣ ହେଲା ଦେଖନ୍ତୁ
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ପଶୁ-ପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ଆଉ ଏହି ଭିଡିଓ ସବୁକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। କିନ୍ତୁ ଏଥର ଯେଉଁ ଭିଡିଓ ଭାଇରାଲ ହେଉଛି ତାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଏକ ଚିତାବାଘ ଦୁଇ ଜଣ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି। ଚିତାବାଘଟି ଶୂନ୍ୟରେ ଉଡି ବ୍ୟକ୍ତିଙ୍କୁ ଉପରେ ଚଢ଼ିଗଲା। ଇଣ୍ଟରନେଟ୍ ୟୁଜର୍ସ ଏହି ଭିଡିଓକୁ ଦେଖିଲେ ଆପଣ ଡରିଯିବେ। ଇଣ୍ଡିଆନ୍ ଫରେଷ୍ଟ ସର୍ଭିସର ଅଫିସର ଏହି ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି।
A horrendous rescue. Crowd control is half the problem in man-animal conflicts like this. They had no business to be there.
Also no cage.Perhaps no trained vet to tranquillise the cat also. Never attempt such half hearted measures (WA forward asking me why the cat behaved such). pic.twitter.com/39JLR8Ree8— Susanta Nanda IFS (@susantananda3) March 19, 2020
ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଖୋଲା ପଡିଆରେ ପିଲାମାନେ ବହୁତ ଭିଡ ଲଗାଇଛନ୍ତି। ଆଉ ଏହି ଭିଡ ଭିତରକୁ ହଠାତ୍ ଏକ ଚିତାବାଘ ଆସି ଯାଉଛି। ଠିକ୍ ଏତିକିବେଳେ ଜଣେ ବ୍ୟଙ୍କିଙ୍କ ଉପରେ ବାଘଟି ଆକ୍ରମଣ କରୁଚି। ଏହିସମୟରେ ପାଖରେ ଥିବା ଲୋକେ ଟେକା ପଥର ପକାଇ ଲୋକଙ୍କୁ ଘଉଡାଇବାକୁ ଚେଷ୍ଟା କରୁଥିଲେ। ଏହାପରେ ଚିତାବାଘଟି ଡରି ପଳାଇଥିଲା।
କିନ୍ତୁ ଏହି ଭୟଙ୍କର ପରିସ୍ଥିତିରେ ସେଠାରେ ଥିବା ଲୋକ ବହୁତ ଡରିଯାଇଥିଲେ। ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି।