ସହିଦ ସପ୍ତାହ ପାଳନ ବେଳେ ମାଓବାଦୀ-ପୋଲିସ ମୁହାଁମୁହିଁ

ମାଲକାନଗିରି (କେନ୍ୟୁଜ୍) : ମାଓବାଦୀ-ପୋଲିସ ମୁହାଁମୁହିଁ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ମାରଜୁମ ଜଙ୍ଗଲରେ ପୋଲିସ – ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଆଜି ମାଓବାଦୀମାନେ ସହିଦ୍ ସପ୍ତାହ ପାଳନ କରିବାବେଳେ ଗୁଳିବିନିମୟ ହୋଇଥିଲା। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.