ଜୁଲାଇ ୧୯ ରୁ ବସିପାରେ ସଂସଦର ବର୍ଷାକାଳୀନ ଅଧିବେସନ

ନୂଆଦିଲ୍ଲୀ : ସଂସଦର ବର୍ଷାକାଳୀନ ଅଧିବେସନ ଜୁଲାଇ ୧୯ ତାରିଖରୁ ବସିପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ତେବେ କୋଭିଡ ପ୍ରୋଟୋକଲ ଅନୁଯାୟୀ ଜୁଲାଇ ୧୯ ରୁ ଅଗଷ୍ଟ ୧୩ ଯାଏ ସଂସଦର ଅଧିବେସନ ଚାଲିବା ନେଇ ଏହି ସୂତ୍ରରୁ ଜଣାପଡ଼ିଛି ।

ଯଦିଓ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ବର୍ଷାକାଳୀନ ଅଧିବେସନ ୨୦ ଦିନ ବସିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.