Below header
Browsing Tag

monsoon session of parliament

ସଂସଦର ମୌସୁମୀ ଅଧିବେଶନ: ମଣିପୁର ହିଂସାକୁ ନେଇ ଜୋର୍‌ଦାର ହଙ୍ଗାମା, ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ହିଁ ମଣିପୁର ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ବିରୋଧୀ ଦଳର ଏକତା ପରେ ସରକାରଙ୍କୁ ଘେରିବା ପାଇଁ…

ଜୁଲାଇ ୧୯ ରୁ ବସିପାରେ ସଂସଦର ବର୍ଷାକାଳୀନ ଅଧିବେସନ

ନୂଆଦିଲ୍ଲୀ : ସଂସଦର ବର୍ଷାକାଳୀନ ଅଧିବେସନ ଜୁଲାଇ ୧୯ ତାରିଖରୁ ବସିପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ତେବେ କୋଭିଡ ପ୍ରୋଟୋକଲ ଅନୁଯାୟୀ ଜୁଲାଇ ୧୯ ରୁ ଅଗଷ୍ଟ ୧୩ ଯାଏ ସଂସଦର ଅଧିବେସନ ଚାଲିବା ନେଇ ଏହି ସୂତ୍ରରୁ ଜଣାପଡ଼ିଛି । ଯଦିଓ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ…

ଆରମ୍ଭ ହେଲା ସଂସଦରେ ମୌସୁମୀ ଅଧିବେଶନ: ଅଲଗା ଅଲଗା ସିଫ୍‌ଟରେ ଚାଲିବ ଲୋକସଭା ଓ ରାଜ୍ୟସଭା

ନୂଆଦିଲ୍ଲୀ: ଆଜିଠୁ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ଭିତରେ ଆରମ୍ଭ ହୋଇଛି ପ୍ରଥମ ଅଧିବେଶନ । ସଂକ୍ଷିପ୍ତ ଅଧିବେଶନରେ ଗୃହକାର୍ଯ୍ୟ ମଧ୍ୟ କାଣ୍ଟଛାଣ୍ଟ ହୋଇଛି । ଅଲଗା ଅଲଗା ସିଫ୍‌ଟରେ ଚାଲୁଛି ଲୋକସଭା ଓ ରାଜ୍ୟସଭା । ପ୍ରଥମ ଦିନ ଲୋକସଭା ସକାଳ ୯ଟାରୁ ଆରମ୍ଭ ହୋଇ…