ସମର୍ଥନ ଯୋଗାଡ଼ରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼

କେନ୍ୟୁଜ୍(ବ୍ୟୁରୋ):  ସମର୍ଥନ ଯୋଗାଡ଼ରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ । ଆଜି ନୂଆଦିଲ୍ଲୀରେ ଏନଡିଏ ସହଯୋଗୀ ଦଳର ନେତାମାନଙ୍କୁ ଭେଟିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ଏନଡିଏ ନେତାଙ୍କୁ ଭେଟିଛନ୍ତି ।

ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଧନଖଡ଼ଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ବିରୋଧୀ ଦଳଙ୍କ ମିଳିତ ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭା। ସେ ମଧ୍ୟ ସମର୍ଥନ ଯୋଗାଡ଼ କରୁଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ ବୋଲି ଗତକାଲି କହିଥିଲେ ଆଲ୍‌ଭା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.