Below header

୨୪ଘଣ୍ଟାରେ ଆମେରିକାରେ ୨ୟ ବଡ଼ ଗୁଳିକାଣ୍ଡ, ପୁଣି ପ୍ରାଣ ହରାଇଲେ ନଅ ଜଣ

୨୪ଘଣ୍ଟାରେ ଆମେରିକାରେ ୨ୟ ବଡ଼ ଗୁଳିକାଣ୍ଡ। ଟେକ୍ସାସ ଗୁଳିମାଡ଼ରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଓହିଓର ଡେଟନ ଠାରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୯ଜଣ ନାଗରିକ ପ୍ରାଣ ହରାଇଛନ୍ତି। ଗୁଳି ଚଳାଇଥିବା ଦୁର୍ବୃତ୍ତ ପୋଲିସ ଗୁଳିରେ ପ୍ରାଣ ହରାଇଛି। ଏକ ବାର୍‌ରେ ଲୋକମାନେ ଖୁସି ମନଉଥିବା ବେଳେ ରାତି ଗୋଟାଏରେ ଏହି ଅଘଟଣ ଘଟିଥିବା ଓହିଓର ପୋଲିସ ଲିଉଟ୍‌ନାଣ୍ଟ କର୍ଣ୍ଣେଲ ମାଟ୍‌ କାର୍‌ପର କହିଛନ୍ତି। ଗୁଳିମାଡ଼ରେ ଆହତ ହୋଇଥିବା ୧୬ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତକୁ ଚିହ୍ନଟ ପାଇଁ ପୋଲିସ ଓ ଏଫବିଆଇ ତଦନ୍ତ ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.