Below header

୨୦୩୬ରେ ଭାରତ ଆୟୋଜନ କରିବ ଅଲିମ୍ପିକ୍ସ, କହିଲେ ମୋଦି

୨୦୩୬ରେ ଭାରତ ଆୟୋଜନ କରିବ ଅଲିମ୍ପିକ୍ସ । ଦେଶରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଆଗ୍ରହୀ। ଏହାର ସଫଳ ପ୍ରସ୍ତୁତି କରିବାରେ କୌଣସି ବ୍ୟତିକ୍ରମ କରାଯିବନି। ଏହା ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

୨୦୩୬ରେ ଭାରତ ଆୟୋଜନ କରିବ ଅଲିମ୍ପିକ୍ସ । ଦେଶରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଆଗ୍ରହୀ। ଏହାର ସଫଳ ପ୍ରସ୍ତୁତି କରିବାରେ କୌଣସି ବ୍ୟତିକ୍ରମ କରାଯିବନି। ଏହା ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ମୁମ୍ବାଇରେ ୧୪୧ତମ ଆଇଓସି ଅଧିବେଶନକୁ ସମ୍ବୋଧନ ବେଳେ ଭାରତର ଅଲିମ୍ପିକ୍ସ ଆୟୋଜନ କଥା କହିଛନ୍ତି ମୋଦି। ମୁମ୍ବାଇରେ ଆଇଓସିର ଅଧିବେଶନ ଆମ ପାଇଁ ଗର୍ବର ବିଷୟ ବୋଲି ମୋଦି କହିଛନ୍ତି। ଦୀର୍ଘ ୪୦ ବର୍ଷ ପରେ ଭାରତରେ ଆଇଓସିର ଅଧିବେଶନ ଆୟୋଜିତ ହୋଇଛି। 2036 ଅଲିମ୍ପିକ୍ସ ପାଇଁ ବିଡ୍ କରିବାକୁ ଆଗ୍ରହୀ ଅଛି ଭାରତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.