Below header

ବିହାରରେ ପେଟ୍ରୋଲିୟମ କ୍ଷେତ୍ରର ୩ ଯୋଜନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ମୋଦି

ବିହାରରେ ପେଟ୍ରୋଲିୟମ କ୍ଷେତ୍ରରେ ୩ଟି ଯୋଜନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ସମର୍ପଣ କରିବାର ଯୋଜନା ରହିଛି । ଏହି ଯୋଜନାରେ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପଲାଇନ୍‌ ଯୋଜନାକୁ ଦୁର୍ଗାପୁର-ବାଙ୍କା ଖଣ୍ଡ ପର୍ଯ୍ୟନ୍ତ ବିସ୍ତାର କରାଯିବା ସହ ଓ ଦୁଇଟି ଏଲପିଜି ବଟଲିଙ୍ଗ ପ୍ଲାଣ୍ଟ ଅନ୍ତର୍ଭୁକ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.