ମୋଦି ଓ ଅମିତ ଶାହଙ୍କୁ ଛୁଆ ବୋଲି କହିଲେ ପ୍ରିୟଙ୍କା, ଉତ୍ତର ପ୍ରଦେଶରେ ମାରାଥନ ପ୍ରଚାର

ନୂଆଦିଲ୍ଲୀ (କେନ୍ୟୁଜ୍) : ଉତ୍ତର ପ୍ରଦେଶରେ ମାରାଥନ ପ୍ରଚାର କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ମୋଦି ଓ ଅମିତ ଶାହଙ୍କୁ ଛୁଆ ବୋଲି କହିଛନ୍ତି ପ୍ରିୟଙ୍କା । ସମସ୍ତଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଭରିଦେବେ ବୋଲି ମୋଦି କହିଥିଲେ । ଏହି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ଆପଣମାନେ ପୁଣି ଥରେ ଏହି ଦୁଇ ଜଣଙ୍କ ଉପରେ ଭରସା କରିବେ କି ବୋଲି ସେ ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.