Below header

ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ

ଆଜି ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମୀ । ଉତ୍ତରଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ପୁଷ୍କର ସିଂହ ଧାମୀ । ରାଜଭବନରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବେବି ରାଣୀ ମୋର୍ଯ୍ୟ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ।

ଏହା ସହ କ୍ୟାବିନେଟର ସମସ୍ତ ପୁରୁଣା ମନ୍ତ୍ରୀ ମାନଙ୍କୁ ବି ସାମିଲ କରାଯାଇଥିଲା  ଏବଂ ୧୧ ଜଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ପାଠ କରାଯାଇଛି । କହିରଖିବା ଉଚିତ ହେବକି ପୂର୍ବରୁ ଶନିବାର ଦିନ ଶପଥ ନେବା ନେଇ ସ୍ଥିର ହୋଇଥିବା ବେଳେ ପରେ କିନ୍ତୁ ଏହି କାର୍ଯ୍ୟକ୍ରମକୁ ବଦଳାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.