ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ଯୋଜନା ,ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରେସ ସେକ୍ରେଟାରୀ ଆକ୍ରମଣର ଅନୁମାନ କରିଛନ୍ତି

ନୂଆଦିଲ୍ଲୀ : ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ଯୋଜନା । ୟୁକ୍ରେନ୍ ଆକ୍ରମଣ ଅନୁମାନ କରିଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରେସ ସେକ୍ରେଟାରୀ ଆକ୍ରମଣ ଅନୁମାନ କରିଛନ୍ତି । ଆମେରିକାର NSA ଜେକ୍ ସୁଲ୍ଲିଭାନ୍ ମଧ୍ୟ ଆକ୍ରମଣ ଅନୁମାନ କରିଛନ୍ତି । ଏବେ ଋଷିଆ ୟୁକ୍ରେନ ଉପରେ ସାଇବର ଆଟାକ ଆରମ୍ଭ କରିଛି ।
ଦେଶର ଅନେକ ସରକାରୀ େଓ୍ଵବସାଇଟକୁ ହ୍ୟାକ୍ କରାଯାଇଛି । ୩୦ ଦିନ ମଧ୍ୟରେ ଋଷିଆ ମିଲିଟାରୀ ୟୁକ୍ରେନ ଆକ୍ରମଣ କରିପାରେ ବୋଲି କହିଛି ଆମେରିକା ।