ତେଲେଙ୍ଗାନା ହାଇଦ୍ରାବାଦରେ ପହଞ୍ଚିଲା ସ୍ଫୁଟନିକ୍‌-V

ତେଲେଙ୍ଗାନା: ତେଲେଙ୍ଗାନା ହାଇଦ୍ରାବାଦରେ ପହଞ୍ଚିଲା ସ୍ଫୁଟନିକ୍‌ ଭିର ଦ୍ୱିତୀୟ ପର୍ଯ୍ୟାୟ ସାମଗ୍ରୀ । ଏନେଇ ରୁଷିଆ ରାଷ୍ଟ୍ରଦୂତ ନିକୋଲ କୁଦାସେଭ କହିଛନ୍ତି, ସାରା ବିଶ୍ୱରେ ସ୍ଫୁଟନିକ୍‌ ଭିର ପ୍ରଦର୍ଶନ ଭଲ ରହିଛି। ରୁଷିଆରେ ସଫଳତାର ସହ ସ୍ଫୁଟିନିକ ଭି ଟୀକାକରଣ କରାଯାଉଛି।

ନୂଆ କୋଭିଡ଼ ଷ୍ଟ୍ରେନ ପାଇଁ ମଧ୍ୟ ସ୍ଫୁଟିନକ ଭି କାମ ଦେବ ବୋଲି ରୁଷିଆ ବିଶେଷଜ୍ଞ କହିଛନ୍ତି। ଭାରତରେ ଆଗକୁ ପ୍ରତିବର୍ଷ ୮୫୦ ମିଲିୟନ ଡୋଜ ଉତ୍ପାଦନ ହେବ। ଏହା ସହ ଖୁବ୍‌ ଶୀଘ୍ର ସ୍ଫୁଟନିକ ଲାଇଟର ସିଙ୍ଗିଲ ଡୋଜ ଭାରତରେ ଉପଲବ୍ଧ ହେବ ବୋଲି କହିଛନ୍ତି ରୁଷିଆ ରାଷ୍ଟ୍ରଦୂତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.