ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଝିଅମାନେ ଦେଇପାରିବେ NDA ପରୀକ୍ଷା

ନୂଆଦିଲ୍ଲୀ (କେନ୍ୟୁଜ): ପ୍ରଥମ ଥର ପାଇଁ ଝିଅମାନେ ଦେଇପାରିବେ ନ୍ୟାସନାଲ ଡିଫେନ୍‌ସ ଏକାଡେମୀ-NDA ପରୀକ୍ଷା । ଆସନ୍ତା ୫ ତାରିଖରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେବାକୁ ସେମାନଙ୍କୁ ଅନୁମତି ମିଳିଛି । ଏଥିପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋର୍ଟଙ୍କ ଚୂଡ଼ାନ୍ତ ନିର୍ଦ୍ଦେଶ ପରେ ନାମଲେଖା ହେବ । ଝିଅମାନଙ୍କୁ ଏନଡିଏ ପରୀକ୍ଷା ଦେବାକୁ ସେନା ଅନୁମତି ଦେଉନଥିବାରୁ ସୁପ୍ରିମକୋର୍ଟ ଏହାର ଭର୍ତ୍ସନା କରିଛନ୍ତି ।

nda

ଏହା ଏକ ନୀତିଗତ ନିଷ୍ପତ୍ତି ବୋଲି କୋର୍ଟଙ୍କୁ ଜଣାଇଥିଲା ସେନା । ସେନାର ଏହି ନିଷ୍ପତ୍ତି ଲିଙ୍ଗଗତ ବିଭେଦ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପୂର୍ବରୁ ମଧ୍ୟ ସୈନିକ ସ୍କୁଲରେ ଝିଅ ପାଠ ପଢି ପାରିବା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.