ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ମତ: ନିଷ୍ପତ୍ତି ଆଇନ ପ୍ରଣେତାମାନେ ନେବା ଉଚିତ
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ମତ। ଏହି ନିଷ୍ପତ୍ତି ଆଇନ ପ୍ରଣେତାମାନେ ନେବା ଉଚିତ ବୋଲି କହିଛନ୍ତି CJI । ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି । ସାମ୍ବିଧାନିକ ଖଣ୍ଡପୀଠର ୩ ଜଣ ବିଚାରପତି ଏପରି ମତ ରଖିଛନ୍ତି।
କେନ୍ୟୁଜ୍(ବ୍ୟୁରୋ): ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ମତ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ମତ। ଏହି ନିଷ୍ପତ୍ତି ଆଇନ ପ୍ରଣେତାମାନେ ନେବା ଉଚିତ ବୋଲି କହିଛନ୍ତି CJI । ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି । ସାମ୍ବିଧାନିକ ଖଣ୍ଡପୀଠର ୩ ଜଣ ବିଚାରପତି ଏପରି ମତ ରଖିଛନ୍ତି।