Below header

ଅନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀ, ଜାପାନରେ ନଜର ଆସିଲା ଓଡ଼ିଶାର କୋଣାର୍କ ଚକ

ଭୁବନେଶ୍ବର (କେନ୍ୟୁଜ୍): ଜାପାନରେ ଓଡ଼ିଶାର ଆକର୍ଷଣୀୟ ବାଲୁକା କଲାକୃତି। କୋଣାର୍କ ଚକର ଏହି ସୁନ୍ଦର କଲାକୃତିକୁ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଜାପାନରେ ଆୟୋଜିତ ଏହି ଅନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀରେ ୨୧ଟି ଦେଶ ଅଂଶଗ୍ରହଣ କରିଛନ୍ତି। ଦକ୍ଷିଣ-ପୂର୍ବ ଏସିାର କଲାକୃତି ପ୍ରସଙ୍ଗକୁ ନେଇ ଏହି ବାଲୁକାକଳା ନିର୍ମାଣ କରିଛନ୍ତି। ପ୍ରାୟ ୨୧ଫୁଟ ଓସାର ଓ ୫ଫୁଟ ଲମ୍ବର ଏହି ବାଲୁକାକଳା ଜାପାନରେ ବର୍ଷ ସାରା ପ୍ରଦର୍ଶିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.