ଛାତ୍ର ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ

ଲଣ୍ଡନ: ନିଜ ଛାତ୍ର ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ପୋଲିସ୍ ଦ୍ୱାରା ଗିରଫ । ଏଭଳି ଘଟଣା ଘଟିଛି ଲଣ୍ଡନରେ । ୨୮ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ଜେସିକା । ତାଙ୍କ ସ୍ୱାମୀ ଘରେ ଥିଲା ବେଳେ ସଂପୃକ୍ତ ଛାତ୍ରଙ୍କୁ ଘରକୁ ଡାକିଥିଲେ । ତାଙ୍କ ସ୍ୱାମୀ ଡେରିକ ଓ ଛାତ୍ର ଜଣକ ସେଠାରେ ମଦ୍ୟପାନ କରିଥିଲେ । ପରେ ଛାତ୍ର ଜଣ ନିଶାସକ୍ତ ଥିବା ବେଳେ ଜେସିକା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଛାତ୍ରଙ୍କର ଅଭିଯୋଗ ପରେ ଜେସିକା ଗିରଫ ହୋଇଛନ୍ତି । ସେ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି । ଯଦି ଅଭିଯୋଗର ପ୍ରମାଣ ମିଳେ ତେବେ ଶିକ୍ଷୟିତ୍ରୀଙ୍କୁ ୫ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । ସେହିଭଳି ତାଙ୍କ ସ୍ୱାମୀଙ୍କୁ ମଦ ପିଆଇବା ଅଭିଯୋଗରେ ୬ ମାସ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.