Below header

ଆଫଗାନିସ୍ତାନରେ ଜଣେ ଭାରତୀୟଙ୍କ ସମେତ ୩ ବିଦେଶୀ ନାଗରିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଆଫଗାନିସ୍ତାନରେ ଜଣେ ଭାରତୀୟଙ୍କ ସମେତ ତିନି ଜଣ ବିଦେଶୀ ନାଗରିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଏହି ତିନି ଜଣ ଯାକ ଏକ ଅନ୍ତର୍ଜାତୀୟ ଖାଦ୍ୟ କମ୍ପାନୀରେ ରୋଷେୟା ଭାବେ କାମ କରୁଥିଲେ । ସେମାନଙ୍କୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । କାବୁଲ ପୋଲିସ୍‌ ଅନୁସାରେ ପୁଲଉ୍‌-ଏ-ଚର୍ଖି ନାମକ ଏକ ଜାଗାରୁ ସେମାନଙ୍କୁ ଅପହରଣ କରାଯାଇଥିଲା । ପରେ ସେମାନଙ୍କ ମୃତଦେହ କାବୁଲର ମୁସାହି ଜିଲ୍ଲାର ଏକ ଜାଗାରୁ କାର୍‌ ଭିତରୁ ଉଦ୍ଧାର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.